ପର ସ୍ତ୍ରୀ ଦର୍ଶନେ ପୁଣ୍ୟ | ମଙ୍ଗଳା ଚରଣ | Odia Pala | Gayeeka Sudeshna jena | Bhakti Prathana
Bhakti Prathana
0:00 / 0:00
ପର ସ୍ତ୍ରୀ ଦର୍ଶନେ ପୁଣ୍ୟ | ମଙ୍ଗଳା ଚରଣ | Odia Pala | Gayeeka Sudeshna jena | Bhakti Prathana
454 243 просмотра · 2 года назад
Bhakti Prathana
99,9 тыс. подписчиков
454 243 просмотра · 2 года назад
ପର ସ୍ତ୍ରୀ ଦର୍ଶନେ ପୁଣ୍ୟ | ମଙ୍ଗଳା ଚରଣ | Odia Pala | Gayeeka Sudeshna jena | Bhakti Prathana
#odia_pala
#para_stree_darshane_punya
#mangalacharan
#gayak_sudeshna_jena
#bhakti_prathana
--------------------------------------------------------------------------------------------------------------------------------------------------------------------
ପ୍ରିୟ ଦର୍ଶକ ବଂଧୁ |
ସମସ୍ତଙ୍କୁ ନମସ୍କାର | ସ୍ବାଗତ ଜଣାଉଛି ଭକ୍ତି ପ୍ରାର୍ଥନା ଚାନେଲ କୁ | ଓଡିଶାର ସର୍ବ ପୁରାତନ ପ୍ରାଚୀନ କଳା ସଂସ୍କୃତି କୁ ଜନ ମାନସରେ ପ୍ରଚାର ପ୍ରସାର ପାଇଁ ଭକ୍ତି ପ୍ରାର୍ଥନା ସବୁବେଳେ ସଂକଳ୍ପ ବଧ | ଓଡ଼ିଶାର କଳା ସଂସ୍କୃତି କୁ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ଆମର ଚେଷ୍ଟା ସବୁବେଳେ ଜାରି ରହିବ | କେବଳ ଆପଣଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଏବଂ ଆଶୀର୍ବାଦ କୁ ପାଥେୟ କରି ଆଗକୁ ବଢିବାର ସ୍ବପ୍ନ କୁ ସାକାର କରିବା ନିମନ୍ତେ ମହାପ୍ରଭୁ କୋଟି ଓଡ଼ିଆର ମୌଡ ମଣି ଜଗତରାନଥ ଜଗନ୍ନାଥ ଙ୍କ ପାଦ ପଙ୍କଜରେ ନିଜକୁ ସମର୍ପଣ କରି କୋଟି କୋଟି ଓଡ଼ିଶା ବାସୀଙ୍କର ଏବଂ ସମଗ୍ର ବିଶ୍ବ ର ମଙ୍ଗଳ କାମନା ପାଇଁ ଆମ୍ଭେ ସର୍ବଦା ଉତ୍ସର୍ଗୀକୃତ | ଧନ୍ୟବାଦ୍ |
ଓଡିଶାର ସଂସ୍କୃତି ଭିତ୍ତିକ କାର୍ଯ୍ୟ କ୍ରମ ଯଥା ପାଲା, ଦାସକାଠିଆ, ହରିକଥା, ପ୍ରବଚନ, ଭଜନ, ଜଣାଣ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ ଦେଖିବା ପାଇଁ ଏବେ ହିଁ ଆମ ଚ୍ୟାନେଲ କୁ ସବସ୍କ୍ରାଇବ କରନ୍ତୁ ଏବଂ ଆପଣଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରନ୍ତୁ | ଯଦି ପ୍ରଚାର ପ୍ରସାର ରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ଆମକୁ ଜଣାନ୍ତୁ ଆମେ ତାହାକୁ ସଂଶୋଧନ କରି ପୁନଃ ପ୍ରସାରଣ କରିବୁ |
---------------------------------------------------------------------------------
ଯୋଗା ଯୋଗ - ଭକ୍ତି ପ୍ରାର୍ଥନା, ମୋବାଇଲ୍ - ୭୦୦୮୫୨୭୩୨୮
--------------------------------------------------------------------------------------------------------------------------------------------------------------------