ଗାଁ ସାଥୀ ମଜଦୂର ସଂଘର ସେମି-ସ୍କିଲ୍ ଭାବେ ମାସିକ ଦରମା ଦାବୀ .!!#Pranatitv #ganjam
Pranati TV News
0:00 / 0:00
ଗାଁ ସାଥୀ ମଜଦୂର ସଂଘର ସେମି-ସ୍କିଲ୍ ଭାବେ ମାସିକ ଦରମା ଦାବୀ .!!#Pranatitv #ganjam
7 845 просмотров · 5 дней назад
Pranati TV News
1,58 тыс. подписчиков
7 845 просмотров · 5 дней назад
ଗାଁ ସାଥୀ ମଜଦୂର ସଂଘର ସେମି-ସ୍କିଲ୍ ଭାବେ ମାସିକ ଦରମା ପ୍ରାପ୍ୟ ପ୍ରଦାନ ସାଂଗକୁ ବ୍ଲକ୍ କ୍ୟାଡର୍ ଭୁକ୍ତ କରିବା, ସାମାଜିକ ସୁରକ୍ଷା ପ୍ରଦାନ କରିବା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଗଞ୍ଜାମ ଜିଲ୍ଲାର ସର୍ବମୋଟ ୧୭ ଶହ ସଂଖ୍ୟା ବିଶିଷ୍ଟ ଗାଁ ସାଥୀ (ମେଟ୍) ମଜଦୂର ସଦସ୍ୟ ସଦସ୍ୟା, ମାନେ ଏହି ରାଲିରେ ଯୋଗ ଦେଇ ୨୦୦୮ ମସିହା ରୁ ନିଯୁକ୍ତି ପ୍ରାପ୍ତି ପାଇଥିଲେ ମଧ୍ୟ ସେମାନଙ୍କର ଦୈନିକ ୫ଶହ ଟଙ୍କା ପାରିଶ୍ରମିକ ଦିଆଯିବା ମଧ୍ୟ ବନ୍ଦ କରି ଦିଆଯାଇଛି ।