Tiger Cub Rescued After 7 Hours From House in Mayurbhanj
OTV
0:00 / 0:00
Tiger Cub Rescued After 7 Hours From House in Mayurbhanj
1 502 просмотра · 3 часа назад
OTV
12,5 млн подписчиков
1 502 просмотра · 3 часа назад
#ଘରେ_ଲୁଚିଥିଲା_ଛୁଆ_ମହାବଳ
୭ ଘଣ୍ଟା ପରେ ଘର ଭିତରୁ ଛୁଆ ମହାବଳ ଉଦ୍ଧାର । ମହାବଳ ବାଘକୁ ଉଦ୍ଧାର କଲା ଶିମିଳିପାଳର ସ୍ପେଶାଲ୍ ଟିମ୍ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଖପରାଖାଇ ଗାଁରେ ଘର ଭିତରୁ ଉଦ୍ଧାର ହୋଇଛି ମହାବଳ । ଉଦ୍ଧାର ହୋଇଥିବା ବାଘ ଛୁଆଟିର ବୟସ ପ୍ରାୟ ୭ରୁ ୮ ମାସ ହେବ । ମହାବଳଟି ଅସୁସ୍ଥ ଥିବା ଅନୁମାନ କରାଯାଉଛି । ତେଣୁ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଗତକାଲି ରାତିରେ ବାଘ ଛୁଆଟି ପ୍ରଥମେ ଗାଁର ଏକ ଗୋରୁ ଗୁହାଳରେ ପଶିଥିଲା। ପରେ ଏକ ଖାଲି ଘର ଭିତରେ ରହିଥିଲା। ଆଜି ସକାଳେ ବନ ବିଭାଗ ପକ୍ଷରୁ ବାଘ ଛୁଆଟିକୁ ଯାଞ୍ଚ କରାଯିବା ପରେ ଏହାର ପଶୁ ଚିକିତ୍ସା ଆବଶ୍ୟକ ଥିବା ଜଣାପଡ଼ିଥିଲା। ଦିନ ପ୍ରାୟ ୧୨ଟା ସମୟରେ ବାଘ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଚିକିତ୍ସା ପରେ ବାଘ ଛୁଆଟିକୁ ଶିମିଳିପାଳର କୋର୍ ଅଞ୍ଚଳ ଭିତରେ ଥିବା ଯମୁନାର ଏକ ବଡ଼ ଏନ୍ କ୍ଲୋଜରକୁ ସ୍ଥାନାନ୍ତର କରାଯିବ।
#TigerCub #Similipal #Mayurbhanj #WildlifeRescue #TigerRescue #Thakurmunda #KaranjiaForestDivision #OdishaWildlife #TigerNews #WildlifeNews #OdishaTV #OTV
A 7-to-8-month-old tiger cub was safely rescued from inside a house in Khaparakhaai village under Thakurmunda Range of Karanjia Forest Division in Mayurbhanj district. The Similipal special team rescued the cub around noon after it first entered a cattle shed and later took shelter inside an empty house. Forest officials suspect the cub may be unwell, and a veterinary health check-up will be conducted. After treatment, the cub will be shifted to a large enclosure at Jamuna inside the core area of Similipal.
For latest news updates follow us on WhatsApp: https://whatsapp.com/channel/0029VaYN...
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV