Перейти к содержимому

STUTI PRASANSA | ସ୍ତୁତି ପ୍ରଶଂସା | NUTAN RAJ & ALHADINI LIMA | NEW ODIA CHRISTIAN FULL VIDEO SONG

NUTAN RAJ MUSIC и Amit Badanayak

0:00 / 0:00

STUTI PRASANSA | ସ୍ତୁତି ପ୍ରଶଂସା | NUTAN RAJ & ALHADINI LIMA | NEW ODIA CHRISTIAN FULL VIDEO SONG

16 306 просмотров · 4 месяца назад
NUTAN RAJ MUSIC и Amit Badanayak
16 306 просмотров · 4 месяца назад
STUTI PRASANSA | ସ୍ତୁତି ପ୍ରଶଂସା | NEW ODIA CHRISTIAN SONG | NUTAN RAJ & ALHADINI LIMA | FULL VIDEO SONG | NUTANRAJ MUSIC | AMIT BADANAYAK MUSIC Nutanraj Music Presents A New Odia Christian Song.Which Is Beautifully Sung By Nutanraj Pani & Allhadini Limma. Lyrics Penned And Music Composed By Amit Badanayak.Music Arranged By Bapi Samal. Please Do Like Share Comment And Subscribe This Channel. :::::: lyrics:::::: ହୋ...... ନାରେ....... ଆ.... ହୋ..... ମହିମା ହେଉ ପ୍ରଭୁଙ୍କର ସମ୍ଭ୍ରମ ହେଉ ଯୀଶୁଙ୍କର...(୨ଥର) ସେ ଜୀବନ୍ତ ସେ ଶାଶ୍ୱତ...(୨ଥର) ନେବଲ ବୀଣାରେ ଗାନ କର... ସ୍ତୁତି ପ୍ରଶଂସା କର ଗୌରବ ସଦା କର...(୨ଥର)...=୦= ତାହାଙ୍କ ପରାକ୍ରମର ଜୟ ଗାନ କର ପବିତ୍ରତା ସୌନ୍ଦର୍ଯ୍ୟରେ ଭଜନା କର... ଆଶ୍ଚର୍ଯ୍ୟ କର୍ମ ସକଳ ବର୍ଣ୍ଣନା କର ତାଙ୍କ କୃତ ପରିତ୍ରାଣ ପ୍ରକାଶ କର... ସେ ମହତ ସେ ଉନ୍ନତ...(୨ଥର) ସେନାମର ଗୁଣ ଗାନ କର ... ସ୍ତୁତି ପ୍ରଶଂସା କର ଗୌରବ ସଦା କର...(୨ଥର)...=୧= ହେ ସମୁଦାୟ ପୃଥିବୀ ଉଚ୍ଚ ଧ୍ୱନି କର ତାହାଙ୍କର କ୍ରିୟା ସବୁ ପ୍ରଚାର କର... ତାଙ୍କ ପବିତ୍ର ନାମର ଧନ୍ୟବାଦ କର ପ୍ରଭୁଙ୍କର ନିକଟରେ ଆନନ୍ଦ କର.. ସେ ଅନନ୍ତ ସେ ବିଶ୍ୱସ୍ତ...(୨ଥର) ତାଙ୍କ ନାମ ଉଚ୍ଚୀକୃତ କର... ସ୍ତୁତି ପ୍ରଶଂସା କର ଗୌରବ ସଦା କର...(୨ଥର)...=୨= Praise The Lord..... NUTANRAJ MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ମଧୁମୟ ନାମରେ ଆନ୍ତରିକ ନମସ୍କାର ଜ୍ଞାପନ କରେ । ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ Nutanraj Music ତରଫରୁ ପୁଣିଥରେ ଖ୍ରୀଷ୍ଟୀୟ ସମାଜକୁ " ସ୍ତୁତି ପ୍ରଶଂସା " ନାମକ ଏକ ନୂତନ ପ୍ରଶଂସା ମୂଳକ ଗୀତ ଭେଟି ଦେଇଛୁ । ସଂପୂର୍ଣ୍ଣ ବାଇବଲ ଭିତ୍ତିକ ଗୀତକୁ ସୁନ୍ଦର ଓ ମଧୁର କରିବା ପାଇଁ ଚେଷ୍ଟା କରାଯାଇଛି ଶୁଣିବାକୁ ଭୁଲିବେ ନାହିଁ। ଆଶା କରୁଛୁ ଗୀତକୁ ଛୋଟରୁ ବଡ ସମସ୍ତେ ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୋୖରବ କରିବା ପାଇଁ ଗୀର୍ଜା ଉପାସନାରେ ବ୍ୟବହାର କରି ପାରିବେ। ଉକ୍ତ ନୂତନ ଗୀତ ଶୁଣନ୍ତୁ ଏବଂ ପ୍ରଭୁ ଯୀଶୁଙ୍କ ଗୌରବାର୍ଥେ ଅନ୍ୟ ମାନଙ୍କୁ ମଧ୍ୟ Share କରନ୍ତୁ ଏବଂ ଆମର ପରିଶ୍ରମ ଯେପରି ସାର୍ଥକ ହୋଇ ପାରିବ ଏବଂ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଏବଂ ଲୋକ ମାନଙ୍କର ଆତ୍ମିକ ଜାଗରଣ ନିମନ୍ତେ ଅଧିକରୁ ଅଧିକ ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରି ପାରିବୁ ସେଥିନିମନ୍ତେ ନିତ୍ୟ ପ୍ରାର୍ଥନାରେ ତୋଳି ଧରନ୍ତୁ। ::::::::SONG CREDITS ::::::::: Song Title  : Stuti Prasansa ସ୍ତୁତି ପ୍ରଶଂସା Singer : Nutan raj Pani & Alhadini Lima Lyrics & Composition : Amit Badanayak Music Arrangement : Bapi Samal Producer : Nutan raj pani Record & Mixing : MRR Studio, Cuttack Mastering by : Shaktiswar Mohapatra Making & Edit : Biswo Thumbnail Design : The edit hub Banner : Nutanraj Music   Production : Nutanraj Music  WhatsApp & Con : 8838493275 Nutan Raj Stuti Prasansa ସ୍ତୁତି ପ୍ରଶଂସା promo video    • STUTI PRASANSA | ସ୍ତୁତି ପ୍ରଶଂସା | NEW ODIA...   juge juge tume mahana    • JUGE JUGE TUME MAHANA | ଯୁଗେ ଯୁଗେ ତୁମେ ମହା...   Kede daya kale    • KEDE DAYA KALE | କେଡ଼େ ଦୟା କଲେ | STUDIO VER...   He patha satya    • ହେ ଯୀଶୁ ତୁମେ ଦୟାବାନ || HE JISU TUME DAYABA...   Lahu dhara    • LAHU DHARA  ଲହୁଧାରା II ODIA GOOD FRIDAY SP...   -r8jhyMChmMd6 PATHA HARA MU JE    • ପଥ ହରା ମୁଁ ଯେ PATHA HARA MU JE | SINGER  N...   Dukhira natha    • DUKHIRA NATHA | ଦୁଃଖୀର ନାଥ | NEW ODIA CHRI...   #stutiprasansa #odiachristiansong #newodiachristiansong #stutiprasangsasong #nutanrajmusic #nutanraj #alhadinilima #nutanrajmusicchristiansongs #newodiachristiansongs #odianewchristiansongs #stutiprasansachristiansongs #humanesagarchristiansongs #amitpanichristiansongs #jugejugetumemahanasong !!* ANTI-PIRACY WARNING *!! This content is copyright to Nutanraj Music. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented