ଅପହରଣ ମାଷ୍ଟର ମାଇଣ୍ଡ ଲେଡି IIC ସ୍ନେହାମଞ୍ଜରୀ ଓ ସାମ୍ବାଦିକ ସଞ୍ଜୟ ଜେନା ! Balangir kidnapping case update.
Pratidin TV
0:00 / 0:00
ଅପହରଣ ମାଷ୍ଟର ମାଇଣ୍ଡ ଲେଡି IIC ସ୍ନେହାମଞ୍ଜରୀ ଓ ସାମ୍ବାଦିକ ସଞ୍ଜୟ ଜେନା ! Balangir kidnapping case update.
6 177 просмотров · 3 недели назад
Pratidin TV
1,76 млн подписчиков
6 177 просмотров · 3 недели назад
ଅପହରଣ ୫୦ ଲକ୍ଷ ଟଙ୍କା ପାଇଁ, ମାଷ୍ଟର ମାଇଣ୍ଡ ଲେଡି IIC ଓ ସାମ୍ବାଦିକ ! 'ହନୁମାନ କଏନ୍' ବିବାଦ ନୁହେଁ, ବରଂ ୫୦ ଲକ୍ଷ ଟଙ୍କା ପାଇଁ କରାଯାଇଥିବା ଏକ ଯୋଜନାବଦ୍ଧ ବ୍ଲାକମେଲିଂ ଓ ଅପହରଣ ଥିଲା। ବିଶିଷ୍ଟ ହୋଟେଲ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ସାହୁ ଙ୍କୁ ବଲାଙ୍ଗୀର ରୁ ଟଙ୍କା ପାଇଁ ହିଁ କରାଯାଇଥିଲା ଅପହରଣ। ୫୦ ଲକ୍ଷ ପାଇଁ ଅପହରଣ ପ୍ଲାନ ରେ କ୍ଷୀତିଶ ସାହୁ,ପୋଲିସ ଏସଆଇ ସ୍ନେହାମଞ୍ଜରୀ ସାହୁ ଓ କ୍ରାଇମ ରିପୋର୍ଟର ସଞ୍ଜୟ କୁମାର ଜେନା, ଜେନା ହିଁ ଅପହରଣ ର ମାଷ୍ଟରମାଇଣ୍ଡ। ଅପହରଣ ପୂର୍ବରୁ ଓ ଅପହରଣ ପରେ ତିନି ଜଣ ଫୋନରେ ବାରମ୍ବାର କଥା ହେଉଥିଲେ। ୫୦ ଲକ୍ଷ ଟଙ୍କା ପାଇଁ ଖଣ୍ଡଗିରି ଥାନାକୁ ହିଁ ବାଛିଥିଲେ। ମିଛ କେସ ଲେଖିଥିଲା ସାମ୍ବାଦିକ ସଂଜୟ କୁମାର ଜେନା। ଖଣ୍ଡଗିରି ଥାନାରୁ ବାହାରି କରିଥାନ୍ତେ ବ୍ଲାକମେଲ। Balangir kidnapping case update.
#BalangirKidnapping #OdishaCrimeNews #SISnehaManjari #SanjayJenaArrested #ExtortionCase #balangirnews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha