ଡାଏବେଟିସ୍ ନିୟନ୍ତ୍ରଣ କରିବା ପାଇଁ କେଉଁ ବ୍ୟାୟାମ କରିବେ? | Exercises for Diabetes in Odia | Dr Sambit Das
Swasthya Plus Odia
0:00 / 0:00
ଡାଏବେଟିସ୍ ନିୟନ୍ତ୍ରଣ କରିବା ପାଇଁ କେଉଁ ବ୍ୟାୟାମ କରିବେ? | Exercises for Diabetes in Odia | Dr Sambit Das
2 365 просмотров · 3 дн. назад
Swasthya Plus Odia
807 тыс. подписчиков
2 365 просмотров · 3 дн. назад
ସମଗ୍ର ବିଶ୍ୱରେ ଡାଏବେଟିସ୍ ବା ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଏକ ପ୍ରକାରର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ରକ୍ଷା ପାଇ ପାରିବେ। ଡାଏବେଟିସ୍କୁ ନିୟନ୍ତ୍ରଣ କରିବା ପାଇଁ ବାୟାମ ହେଉଛି ଏକ ବଡ଼ ଅସ୍ତ୍ର। ତେଣୁ ଡାଏବେଟିସ୍ ରୋଗୀ ପ୍ରତିଦିନ ବ୍ୟାୟାମ କରିବା ନିହାତି ଜରୁରୀ। ଆସନ୍ତୁ, ଡାଏବେଟିସ୍ ସ୍ପେଶାଲିଷ୍ଟ ଡାକ୍ତର ସମ୍ବିତ ଦାସଙ୍କଠାରୁ ଏନେଇ ଅଧିକ ଜାଣିବା।
ଏହି ଭିଡ଼ିଓରେ ରହିଛି,
ଡାଏବେଟିସ୍ ନିୟନ୍ତ୍ରଣ କରିବା ପାଇଁ କେଉଁ ବ୍ୟାୟାମ କରିବେ?
Regular exercise is an important part of Diabetes management. It helps improve blood sugar control, supports weight management, and promotes heart health. Which exercises are best for people with Diabetes? Let’s learn more from Dr Sambit Das, a Diabetes Specialist.
In this Video,
Exercises to manage Diabetes, in Odia
#DiabetesExercise #OdiaHealthTips
Watch more evidence-based health videos in Odia:
/ swasthyaplus
Swasthya Plus Odia shares evidence-based health videos in Odia, explained by qualified Health Experts across topics such as nutrition, mental health, lifestyle, parenting, and common health conditions.
Medical disclaimer:
This video is for educational purposes only. It is not medical advice, diagnosis, or treatment, and does not create a doctor-patient relationship. Always consult a qualified Health Expert for personal health concerns. In a medical emergency in India, call 112 or seek urgent care.
Explore more health topics and videos:
https://www.swasthya.plus/
For corrections, feedback, partnerships, or Health Expert/profile updates:
hello@swasthyaplus.com