ପାଣି ପାଇଁ ତାତିଲେ ଚାଷୀ | Odisha Reporter
Odisha Reporter
0:00 / 0:00
ପାଣି ପାଇଁ ତାତିଲେ ଚାଷୀ | Odisha Reporter
480 просмотров · 7 часов назад
Odisha Reporter
2,99 млн подписчиков
480 просмотров · 7 часов назад
ପାଣି ପାଇଁ ତାତିଲେ ଚାଷୀ
ଧାନ ବିଲରେ ଏବେ ବି ପାଣିର ଆବଶ୍ୟକତା ରହିଛି । ଆଉ ଏତିକି ବେଳେ ବନ୍ଦ ହେବାକୁ ଯାଉଛି କେନାଲ ପାଣି । ଆସନ୍ତା ଅକ୍ଟୋବର ୩୧ ତାରିଖରୁ ହୀରାକୁଦ ଜଳଭଣ୍ଡାରରୁ ଆସୁଥିବା କେନାଲ ପାଣି ବନ୍ଦ କରିବାକୁ ନୋଟିସ୍ ପରେ ତାତିଛନ୍ତି ଚାଷୀ । ପାଣି ବନ୍ଦ ନକରିବାକୁ ଜିଲ୍ଲପାଳ ଅଫିସକୁ ଦାବିପତ୍ର ଦେବାକୁ ଆସିଥିଲେ । ହେଲେ ଅଫିସ୍ ଭିତରକୁ ଯିବା ବେଳେ ଚାଷୀଙ୍କୁ ଅଟକାଇଥିଲା ପୋଲିସ । ଫଳରେ କିଛି ସମୟ ଧରି ପୋଲିସ ଓ ଚାଷୀଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା ।
#odishareporter #farmer #water
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter