Перейти к содержимому

ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହେବା | Be a Witness for the Lord | 6th Sunday Service Bbsr With Ps. Sanjib

WordAndWorship

0:00 / 0:00

ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହେବା | Be a Witness for the Lord | 6th Sunday Service Bbsr With Ps. Sanjib

98 просмотров · 8 дней назад
WordAndWorship
313 подписчиков
98 просмотров · 8 дней назад
✝️ ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହେବା | Be a Witness for the Lord ✝️ “କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଆସିଲେ ତୁମ୍ଭେମାନେ ଶକ୍ତି ପାଇବ; ଏବଂ ତୁମ୍ଭେମାନେ ଯିରୁଶାଲମରେ, ସମସ୍ତ ଯିହୂଦା ଓ ଶମିରୋଣରେ, ଏବଂ ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ମୋହର ସାକ୍ଷୀ ହେବ।” — ପ୍ରେରିତ ୧:୮ ଆମ ଜୀବନ, କଥା ଓ କାର୍ଯ୍ୟ ମାଧ୍ୟମରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ, କୃପା ଓ ସତ୍ୟର ସାକ୍ଷୀ ହେବା ଆମର ଡାକ। 🎙️ Speaker: Ps. Sanjib Digal ⛪ Sunday Service 🙏 ଆସନ୍ତୁ, ପ୍ରଭୁଙ୍କ ବାକ୍ୟ ଶୁଣିବା ଏବଂ ନିଜ ଜୀବନରେ ପ୍ରୟୋଗ କରିବା। ଭିଡିଓଟି ଭଲ ଲାଗିଲେ Like 👍 | Share 🔄 | Subscribe 🔔 କରନ୍ତୁ। #ପ୍ରଭୁଙ୍କନିମନ୍ତେସାକ୍ଷୀ #JesusChrist #ChristianSermon #OdiaSermon #SundayService #SanjibDigal #ZionChurch #GodsWord #BeAWitness #Christianity #JesusIsLord