Перейти к содержимому

#KichhiKatha ଜଳପଥରେ କିଭଳି ଆମେରିକା ପହଞ୍ଚୁଥିଲେ ପ୍ରବାସୀ The Early days of Immigration to US

Sankalp Tv

0:00 / 0:00

#KichhiKatha ଜଳପଥରେ କିଭଳି ଆମେରିକା ପହଞ୍ଚୁଥିଲେ ପ୍ରବାସୀ The Early days of Immigration to US

545 просмотров · 3 нед. назад
Sankalp Tv
218 тыс. подписчиков
545 просмотров · 3 нед. назад
Story of Ellis Island National Museum of Immigration which was functioning as the Federal Immigration Station from 1892 till 1954.This was the gateway for many Immigrants coming on sea route with a dream to settle in America. 1892 ରୁ 1954 ଯାଏଁ ନ୍ୟୁୟର୍କ ନିକଟରେ ଥିବା ଏକ ଛୋଟିଆ ଦ୍ବୀପ 'ଏଲିସ ଆଇଲାଣ୍ଡ' ରେ କାର୍ଯ୍ୟ କରୁଥିଲା ବିଭିନ୍ନ ଦେଶରୁ ଜଳପଥରେ ଆସି ଆମେରିକାରେ ବସବାସ ଓ କାମ କରିବାକୁ ଚାହୁଁଥିବା ପ୍ରବାସୀ ମାନଙ୍କ ଯାଞ୍ଚ ଓ ଅନୁମତି ପ୍ରଦାନ ବା ପ୍ରତ୍ୟାଖ୍ୟାନ ପାଇଁ ଉଦ୍ଦିଷ୍ଟ ଦପ୍ତର l ପୁରୁଣା ଦିନର ସେଇ ପ୍ରକ୍ରିୟା ଏବେ ଇତିହାସ ଓ ଏଲିସ ଆଇଲାଣ୍ଡ ପରିଣତ ହୋଇଛି ଏକ ମୁଜିୟମରେ, ଯାହା ପର୍ଯ୍ୟଟକଙ୍କୁ ନେଇଯାଏ ପୁରୁଣା ଦିନର ଦୁନିଆକୁ l ଏଇ ପରିପ୍ରେକ୍ଷୀରେ ମୋ ବୁଲାବୁଲି ଡାଏରୀରୁ କିଛି..... ଆପଣଙ୍କ ମତାମତ ଅପେକ୍ଷାରେ l #KichhiKatha #EllisIslandHistory #AmericanDream #ImmigrationHistory #USHistory #AmericanHistory #History #HistoryFacts #HistoryLovers #Immigration #ImmigrantStory #GatewayToAmerica #NewYorkHistory #StatueOfLiberty #America #USA #HistoricPlaces #WorldHistory #DidYouKnow #UntoldHistory #InterestingFacts #TravelHistory #HistoricalPlaces #Documentary #HistoryDocumentary #OdiaYouTube #OdiaContent #Odisha #SankalpTV