Перейти к содержимому

ଏତେ ବର୍ଷ ହେଲା YouTube ରେ ମୁଁ କାହିଁକି ସଫଳ ହୋଇପାରିଲି ନାହିଁ? 😔

Naresh Moharana

0:00 / 0:00

ଏତେ ବର୍ଷ ହେଲା YouTube ରେ ମୁଁ କାହିଁକି ସଫଳ ହୋଇପାରିଲି ନାହିଁ? 😔

33 просмотра · 2 дня назад
Naresh Moharana
694 подписчика
33 просмотра · 2 дня назад
ଏତେ ବର୍ଷ ହେଲା YouTube କରୁଛି, କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ସଫଳତା ପାଇପାରିଲି ନାହିଁ ଯାହାର ସ୍ୱପ୍ନ ଦେଖିଥିଲି। 😔 କେବେ consistency ରହିଲା ନାହିଁ, କେବେ motivation ହାରାଇଲି, କେବେ ପରିସ୍ଥିତି ମୋତେ ରୋକିଦେଲା। ଅନେକଥର ଭାବିଛି YouTube ଛାଡ଼ିଦେବି, କିନ୍ତୁ ମନ କହେ—ଏତେ ବର୍ଷର ସ୍ୱପ୍ନକୁ ଏମିତି ଛାଡ଼ିହେବ ନାହିଁ। ଏଥର ମୁଁ views ପଛରେ ନୁହେଁ, ନିଜକୁ improve କରିବା ଏବଂ ନିଜ story କୁ ଦୁନିଆ ସାମ୍ନାରେ ରଖିବା ପାଇଁ ଆସିଛି। ହୋଇପାରେ ମୋର journey slow… କିନ୍ତୁ ମୁଁ ଏବେ ବି ହାର ମାନିନି। ❤️‍🩹