Перейти к содержимому

ପ୍ରଭାତୀ ତୁମ ପଣତ କାନି କୁ ଜୁହାର ! Sura Routray mocks DYCM Prabhati parida, Seva Sankalp Abhiyan appeal

Pratidin TV

0:00 / 0:00

ପ୍ରଭାତୀ ତୁମ ପଣତ କାନି କୁ ଜୁହାର ! Sura Routray mocks DYCM Prabhati parida, Seva Sankalp Abhiyan appeal

80 135 просмотров · 11 дней назад
Pratidin TV
1,76 млн подписчиков
80 135 просмотров · 11 дней назад
ପ୍ରଭାତୀ ତୁମ ପଣତ କାନି କୁ ଜୁହାର ! ରାଜ୍ୟରେ ମହିଳା ସଶକ୍ତିକରଣ ଏବଂ ସେବା ମନୋଭାବକୁ ଆହୁରି ମଜବୁତ କରିବା ପାଇଁ ଓଡ଼ିଶାର ସମ୍ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏକ ବଡ଼ ନିବେଦନ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ମହିଳା ହିତାଧିକାରୀ, ମିଶନ ଶକ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ସଦସ୍ୟାମାନଙ୍କୁ ନିଜ ନିଜ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। Sura Routray mocks DYCM Prabhati parida, Seva Sankalp Abhiyan appeal #bhubaneswarnews #SevaSankalpAbhiyan #AashirbadKaDiya #PravatiParida #ViksitOdisha2036 Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha