ସିମେଇ ପକୁଡ଼ି | ମାତ୍ର ଦୁଇଟି ସାମଗ୍ରୀରୁ | Vermicelli pakoda using two ingredients | Pakoda recipe
Suma's Kitchen
0:00 / 0:00
ସିମେଇ ପକୁଡ଼ି | ମାତ୍ର ଦୁଇଟି ସାମଗ୍ରୀରୁ | Vermicelli pakoda using two ingredients | Pakoda recipe
3 321 просмотр · 1 мес. назад
Suma's Kitchen
157 подписчиков
3 321 просмотр · 1 мес. назад
🍽️ ସିମେଇ ପକୁଡ଼ି | Semiya Pakoda
ଆଜି ଆମେ ତିଆରି କରିବା ଖୁବ୍ ସ୍ୱାଦିଷ୍ଟ, କ୍ରିସ୍ପି ଏବଂ ମଜାଦାର ସିମେଇ ପକୁଡ଼ି 😋। ଘରେ ଥିବା ସାଧାରଣ ସାମଗ୍ରୀରେ ଏହି ପକୁଡ଼ିକୁ ଖୁବ ସହଜରେ ପ୍ରସ୍ତୁତ କରିପାରିବେ। ସନ୍ଧ୍ୟା ଚା’ ସହିତ ଏହା ଏକଦମ୍ ପରଫେକ୍ଟ ନାସ୍ତା।
ଭିଡିଓଟି ଭଲ ଲାଗିଲେ Like 👍 | Share ↗️ | Comment 💬 | Subscribe 🔔 କରିବାକୁ ଭୁଲନ୍ତୁ ନାହିଁ।
#ସିମେଇପକୁଡ଼ି #SemiyaPakoda #PakodaRecipe #OdiaRecipe #OdiaCooking #SnacksRecipe #EveningSnacks #CrispyPakoda #RecipeOdia