Перейти к содержимому

ସକାଳୁ 11ଟା ପର୍ଯ୍ୟନ୍ତ Shooting😱ଖାଇବାପିଇବା ଭୁଲିଗଲୁ 😂| 11 Reels Challenge | Odia Vlog | AkashKumarVlogs

AKASH KUMAR VLOGS

0:00 / 0:00

ସକାଳୁ 11ଟା ପର୍ଯ୍ୟନ୍ତ Shooting😱ଖାଇବାପିଇବା ଭୁଲିଗଲୁ 😂| 11 Reels Challenge | Odia Vlog | AkashKumarVlogs

20 просмотров · 13 дн. назад
AKASH KUMAR VLOGS
23 подписчика
20 просмотров · 13 дн. назад
ସକାଳୁ 11ଟା ପର୍ଯ୍ୟନ୍ତ Shooting😱ଖାଇବାପିଇବା ଭୁଲିଗଲୁ 😂| 11 Reels Challenge | Odia Vlog | AkashKumarVlogs ଆଜିର ଏହି Vlog ରେ ଆମେ ସକାଳୁ ଆରମ୍ଭ କଲୁ Video Shooting 🎥 ଆଉ ସକାଳ 11ଟା ପର୍ଯ୍ୟନ୍ତ Facebook ପାଇଁ 11ଟି Reels Upload କରିବାକୁ ବହୁତ ପରିଶ୍ରମ କଲୁ। 😱 ସକାଳୁ କିଛି ଖାଇନଥିଲୁ କି ପିଇନଥିଲୁ, ଭୋକ ମଧ୍ୟ ବହୁତ ଲାଗୁଥିଲା 😂 ତଥାପି Video Shooting କରିବାକୁ ପଡ଼ିଲା। ଜଣେ Vlogger ହେବା ପଛରେ କେତେ ପରିଶ୍ରମ ରହିଛି, ତାହା ଏହି Vlog ରେ ଦେଖିବାକୁ ପାଇବେ। ଭିଡିଓଟି ଭଲ ଲାଗିଲେ Like 👍, Comment 💬, Share କରନ୍ତୁ ଏବଂ ଆମ Akash Kumar Vlogs Channel କୁ Subscribe କରିଦିଅନ୍ତୁ ❤️ ଆପଣମାନଙ୍କ ଭଲପାଇବା ହିଁ ଆମର ଶକ୍ତି 🙏 #OdiaVlog #AkashKumarVlogs #VillageVlog #ShootingVlog #ଫଂସବୂକ୍ରୀଲସ Thanks For Watching 🙏🙏....