Перейти к содержимому

ଇକୋନୋମିକ କରିଡରରେ ବର୍ଷା ପାଣି, ସରକାରୀ ଅର୍ଥ ଅପଚୟ ଅଭିଯୋଗ !Nabarangpur Bharatmala Road Condition

JAYAPURBREAKINGNEWS

0:00 / 0:00

ଇକୋନୋମିକ କରିଡରରେ ବର୍ଷା ପାଣି, ସରକାରୀ ଅର୍ଥ ଅପଚୟ ଅଭିଯୋଗ !Nabarangpur Bharatmala Road Condition

12 625 просмотров · 1 месяц назад
JAYAPURBREAKINGNEWS
478 подписчиков
12 625 просмотров · 1 месяц назад
ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ପରେ ଭାରତମାଳା ଏକ୍ସପ୍ରେସ ୱେ ର ଅବସ୍ଥା ବେହାଲ। ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ନବରଙ୍ଗପୁର ସହରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ଛତିଶଗଡ଼ ଭାନୁପ୍ରତାପପୁର ବିଧାୟିକା ସାବିତ୍ରୀ ମାଣ୍ଡବୀଙ୍କ ଗାଡ଼ି ଅଧା ରାସ୍ତାରେ ଫସି ରହିଲା। ଏହାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। Location - Nabarangpur, Odisha MLA - Savitri Mandavi, Bhanupratappur #nabarangpur #bharatmala #odishanews #jeyporebreaking #rainnews #chhattisgarh ଭିଡିଓ ଭଲ ଲାଗିଲେ Like, Share, Subscribe କରନ୍ତୁ |