Who Is Captain Smit Machchhar? From Textile Engineering to Flydubai | Odisha Reporter
Odisha Reporter
0:00 / 0:00
Who Is Captain Smit Machchhar? From Textile Engineering to Flydubai | Odisha Reporter
58 500 просмотров · 10 часов назад
Odisha Reporter
2,98 млн подписчиков
58 500 просмотров · 10 часов назад
#ସ୍ମିତଙ୍କ_ଉଡ଼ାଣ_ମୁମ୍ବାଇରୁ_ଆକାଶ_ଯାଏଁ
ସ୍ମିତଙ୍କ ରୋଚକ କାହାଣୀ, ସ୍ୱପ୍ନ ନଥିଲା ପାଇଲଟ୍ ହେବା । ୧୯ ବର୍ଷ ବୟସରେ ବଦଳିଗଲା ଜୀବନ । ସ୍ପାଇସଜେଟ୍ ରୁ ଫ୍ଲାଇଦୁବାଇ । ମୁମ୍ବାଇରୁ ଆକାଶ ପର୍ଯ୍ୟନ୍ତ ସ୍ବପ୍ନର ଉଡ଼ାଣ । ଜୀବନର ଦିଗ ବଦଳାଇଦେଲା ଏଭିଏସନ୍ ସେମିନାର। ୯,୭୫୦ ଘଣ୍ଟାର 'Boeing 737' ଫ୍ଲାଇଂ ଅଭିଜ୍ଞତା । ୬,୪୦୦ରୁ ଅଧିକ ଘଣ୍ଟା ପାଇଲଟ୍-ଇନ୍-କମାଣ୍ଡ ଭାବେ ଉଡ଼ାଣ ଉଡ଼ିଥିଲେ।
#SmitMachchhar #CaptainSmitMachchhar #IndianPilot #Flydubai #SpiceJet #Boeing737 #PilotStory #AviationNews #Mumbai #IndiaNews #OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter