Перейти к содержимому

ବାହ୍ୟ ଶକ୍ତି କିଏ ? Who is Misleading Gen Z? Mohan Majhi | Naveen on Gen Z | Dharmendra Pradhan | N18V

News18 Odia

0:00 / 0:00

ବାହ୍ୟ ଶକ୍ତି କିଏ ? Who is Misleading Gen Z? Mohan Majhi | Naveen on Gen Z | Dharmendra Pradhan | N18V

5 962 просмотра · 1 месяц назад
News18 Odia
6,22 млн подписчиков
5 962 просмотра · 1 месяц назад
ବାହ୍ୟ ଶକ୍ତି କିଏ ? Who is Misleading Gen Z? Mohan Majhi | Naveen on Gen Z | Dharmendra Pradhan | N18V In a massive political face-off in Odisha, Chief Minister Mohan Charan Majhi has claimed that "external forces" are trying to mislead Gen-Z youth to weaken India globally. Speaking at the 'Har Ghar Tiranga' campaign, the CM warned the youth against falling prey to such influences. However, this statement has triggered a massive row, with the opposition BJD severely criticizing the BJP government. Senior BJD leader Pramila Mallik hit back, stating that the BJP terms anyone speaking against them as an "external force" or "anti-national." She claimed that Gen-Z's anger is solely due to the BJP's anti-people policies and not foreign influences. This controversy follows Dharmendra Pradhan's recent comments on Gen-Z during the NEET protests. Watch this video for a complete breakdown of the ongoing BJD vs BJP war of words in Odisha politics! ଓଡ଼ିଶାରେ 'ଜେନ ଜେଡ୍' (Gen Z) ବା ଯୁବବର୍ଗଙ୍କୁ ନେଇ ବିଜେଡି ଏବଂ ବିଜେପି ମଧ୍ୟରେ ରାଜନୈତିକ ବୟାନବାଜି ତେଜିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାବି କରିଛନ୍ତି ଯେ କିଛି 'ବାହ୍ୟ ଶକ୍ତି' ନୂଆ ପିଢ଼ିଙ୍କୁ ବିଭ୍ରାନ୍ତ କରି ଭାରତକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଜେପି ସରକାର ନିଜର ବିଫଳତା ଲୁଚାଇବା ପାଇଁ ଅନ୍ୟକୁ ଦୋଷ ଦେଉଛି ଏବଂ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କୁ ସେମାନେ 'ଦେଶଦ୍ରୋହୀ' ବୋଲି ଆଖ୍ୟା ଦେଉଛନ୍ତି। ଯୁବବର୍ଗଙ୍କ ଅସନ୍ତୋଷ କେବଳ ବିଜେପିର ଜନବିରୋଧୀ ନୀତି ଯୋଗୁଁ ହୋଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟ ଅତୀତର ମନ୍ତବ୍ୟ ପରେ ଏହି ବିବାଦ ଆହୁରି ତୀବ୍ର ହୋଇଛି। ଏହି ପ୍ରସଙ୍ଗର ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। #OdishaPolitics #MohanMajhi #BJDvsBJP #GenZ Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI ID_OD_SJ