Перейти к содержимому

ସାହିତ୍ୟ, ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ ଖୋର୍ଦ୍ଧା ଜିଲ୍ଲାର ଏହି ଗାଁ |EP - 06 | EI AAM GAON | SUCHANATV

suchanatv24x7

0:00 / 0:00

ସାହିତ୍ୟ, ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ ଖୋର୍ଦ୍ଧା ଜିଲ୍ଲାର ଏହି ଗାଁ |EP - 06 | EI AAM GAON | SUCHANATV

3 682 просмотра · 1 г. назад
suchanatv24x7
321 тыс. подписчиков
3 682 просмотра · 1 г. назад
କାହିଁ କେଉଁ ଅମଳରୁ ଏହି ଗାଁଟି ସୃଷ୍ଟି ତାହାର ସଠିକ୍ ତଥ୍ୟ ନାହିଁ, କିନ୍ତୁ ୧୩ ଶହ ବର୍ଷରୁ ଉର୍ଦ୍ଧ୍ୱ ଏହି ଗ୍ରାମଟିର ବସତି ସ୍ଥାପନ ହୋଇଅଛି ବୋଲି ଲୋକମାନେ ଯାହା କହିଛନ୍ତି । ଏହି ଗାଁରେ ସମସ୍ତ ଜାତିର ଲୋକ ବାସ କରନ୍ତି । ଗଜପତି ଓ ଖୋର୍ଦ୍ଧା ରାଜାଙ୍କ ଦ୍ୱାରା ଗଡ଼ହଳଦିଆ ସ୍ଥାପିତ ହୋଇଥିଲା । ଐତିହାସିକ କିମ୍ବଦନ୍ତୀ ଏଠାରେ ରହିଛି । ତ୍ରେତୟା ଯୁଗର କିମ୍ବଦନ୍ତୀ ମଧ୍ୟ ରହିଛି । ଗାଁର ପରିବେଶ, ଶିକ୍ଷା, ସଂସ୍କୃତି, ପରମ୍ପରା, ଭାଇଚାରା ସବୁକିଛି ଠିକ୍‌ଠାକ୍ ଚାଲିଛି ଆମେ ଯାହା ଦେଖିଲୁ । #aeiamagaon #eiamagaon #odishavillagestory #villageodisha #khordhavillage #khurdavillage #gadahaladiavillageodisha #khordhagadahaladiavillage #eiamagaonepisode6 #suchanatv24x7 ♪ ଏଇ ଆମ ଗାଁ ♪ ►ପ୍ରଯୋଜକ- ରାଜେଶ ମହାନ୍ତି ► ଉପସ୍ଥାପନା – ସୁକାନ୍ତ କୁମାର ମହାନ୍ତି ►ମୁଖ୍ୟ ସମ୍ପାଦକ- ବିଜୟ କୁମାର ଦାସ ►ନିର୍ଦ୍ଦେଶନା – କୁନା ►ସହ ନିର୍ଦ୍ଦେଶନା- ରୋହନ୍‌ ►ତଥ୍ୟ – ଶ୍ରୀକାନ୍ତ ନାରାୟଣ ଭଞ୍ଜ, ନରେନ୍ଦ୍ର କୁମାର ଭଞ୍ଜ ►ଚିତ୍ରତ୍ତୋଳନ - ପ୍ରକାଶ ବେହେରା ►କ୍ୟାମେରା ସହଯୋଗୀ – ଲିପ୍ସିତା ସାହୁ ►ଗ୍ରାଫିକ୍ସ- ସୁମିତ୍ରା ସାହୁ ►ଚିତ୍ର ସମ୍ପାଦନା – ଚନ୍ଦ୍ରକାନ୍ତ ଦଳାଇ ►ସହ - ଚିତ୍ର ସମ୍ପାଦନା - ଶୁଭମ ସାହୁ ►କାର୍ଯ୍ୟକ୍ରମ ପ୍ରଯୋଜନା – ସୁକାନ୍ତ କୁମାର ମହାନ୍ତି ►ସୋସିଆଲ୍ ମିଡିଆ ମ୍ୟାନେଜର - ଅଭିଷେକ ଦାସ ►ସୋସିଆଲ୍ ମିଡିଆ ସହଯୋଗୀ- ଉମାକାନ୍ତ ବେହେରା ►ସହଯୋଗୀ- ଧୀରେନ୍‌, ପ୍ରତାପ, ଐଶ୍ୱର୍ଯ୍ୟା, ବିଶ୍ୱରଞ୍ଜନ, ସନ୍ଧ୍ୟାରାଣୀ, ସଞ୍ଜିତା ► ଗ୍ରାମ ସହଯୋଗୀ - ପୂର୍ଣ୍ଣଚନ୍ଦ୍ର ସାହୁ, ଟୁଟୁଆ ମହାନ୍ତି, ନିର ଭଞ୍ଜ, କ୍ଷେତ୍ରମୋହନ ଭଞ୍ଜ, ଦୁର୍ଗା ଭଞ୍ଜ, ଶମ୍ଭୁନାଥ ଭଞ୍ଜ, ବାଇନ ଭଞ୍ଜ, ବାବୁଲି ବାବୁ, ସମସ୍ତ ଯୁବବନ୍ଧୁ, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମର କୀର୍ତ୍ତନ ମଣ୍ଡଳୀ, ମାତୃବର୍ଗ, କୁନି କୁନି ଛାତ୍ରଛାତ୍ରୀ ►ପୋଷ୍ଟ ପ୍ରଡକ୍ସନ - ସୂଚନା ଟିଭି ୨୪/୭ ---------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------------- Dear Viewers, We have painstakingly prepared unique videos which have been carefully edited keeping in mind YouTube policy and guidelines and the taste of our beloved viewers be it breaking news, national news, international news, videos or #shorts. Thank You for watching #suchanatv24x7 Our social media platforms: Website - https://suchanatv.com/ Twitter -   / suchanatv24x7   Facebook-   / suchanatv24x7   YouTube -    / @suchanatv24x7   Whatsapp- https://whatsapp.com/channel/0029Va9l... For trade queries please contact us: E-mail: suchanatv@24x7@gmail.com