କାହିଁକି ବୁଡ଼ିଲା ପାରାଦୀପ ଜାହାଜ, ନାବିକଙ୍କ ଛୋଟିଆ ଭୁଲ ଗୁମର ଖୋଲିଲେ ନୌସେନା ଅଧିକାରୀ! why MV Ocean sank ?
Pratidin TV
0:00 / 0:00
କାହିଁକି ବୁଡ଼ିଲା ପାରାଦୀପ ଜାହାଜ, ନାବିକଙ୍କ ଛୋଟିଆ ଭୁଲ ଗୁମର ଖୋଲିଲେ ନୌସେନା ଅଧିକାରୀ! why MV Ocean sank ?
143 744 просмотра · 4 дня назад
Pratidin TV
1,76 млн подписчиков
143 744 просмотра · 4 дня назад
କାହିଁକି ବୁଡ଼ିଲା ପାରାଦୀପ ଜାହାଜ, ନାବିକଙ୍କ ଛୋଟିଆ ଭୁଲ ଗୁମର ଖୋଲିଲେ ନୌସେନା ଅଧିକାରୀ! ୨୨ ଜଣ କ୍ରୁ ମେମ୍ବର ମିଳିବା ଅସମ୍ଭବ ! ପାରାଦୀପ ବନ୍ଦରକୁ ନେଇ ରହସ୍ୟ ବଢୁଛି ।ଏହି ଜାହାଜରେ ଖଣି ଲୁଟ୍ ହେଉନଥିଲା ତ?୮ ମିନିଟ୍ ରେ ସମୁଦ୍ରରେ ଲୀନ ହୋଇଗଲା ପାରାଦୀପରୁ ଚୀନ୍ ଅଭିମୁଖେ ଯାଉଥିବା ଲୁହାପଥର ଥିବା କାର୍ଗୋ ଜାହାଜ ocean winner । ୨୪ ରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି , ଅନ୍ୟମାନଙ୍କ ସନ୍ଧାନ ମିଳିପାରି ନାହିଁ । ଲୁହାପଥର କୁ ସଠିକ୍ ଭାବରେ ଲୋଡ୍ କରାଯାଇ ନଥିବ , ଯାହା ପାଈ ଢେଉ ମଧ୍ୟରେ ଜାହାଜ ନିୟନ୍ତ୍ରଣ ହରେଇଲା । ବଙ୍ଗୋପସାଗର ଜଳ ଅଶାନ୍ତ ରହିଥିଲା । ପୂର୍ବରୁ ମଧ୍ୟ ଏକ ଜାହାଜ ପାରାଦୀପରେ ବୁଡ଼ିଥିଲା । ପାରାଦ୍ଵୀପ ବନ୍ଦର କହିକି ତଥ୍ୟ ସାମ୍ନାକୁ ଆଣୁ ନାହିଁ । ବର୍ତ୍ତମାନ ସର୍ଚ୍ଚ ଅପରେସନ ଚାଲୁରହିଛି ଓ ଚୀନ୍ ର ୨ଟି ଜାହାଜ ମଧ୍ୟ ଯୋଗ ଦେଇଚି । ବିଦ୍ୟାଧର ନାୟକ,ପୂର୍ବତନ ନୌସେନା ଅଧିକାରୀ ! why MV Ocean sank ?
#ParadipShipSinking #MVOceanWinner #ParadipPort #OdishaNews #BreakingNews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha