Перейти к содержимому

ବରଗଡ଼ ଧନୁଯାତ୍ରା ଅବସରରେ ‘ବାଲ୍ ଧନୁଯାତ୍ରା’ | ‘Bal Dhanuyatra’ Adds Charm to Bargarh Dhanuyatra

Bargarh Dhanuyatra Mahotsava Samitee

0:00 / 0:00

ବରଗଡ଼ ଧନୁଯାତ୍ରା ଅବସରରେ ‘ବାଲ୍ ଧନୁଯାତ୍ରା’ | ‘Bal Dhanuyatra’ Adds Charm to Bargarh Dhanuyatra

5 809 просмотров · 8 месяцев назад
Bargarh Dhanuyatra Mahotsava Samitee
434 подписчика
5 809 просмотров · 8 месяцев назад
#78thBargarhDhanuyatra #OdishaCulture #OpenAirTheatre ବରଗଡ଼ ଧନୁଯାତ୍ରା ନାଟକର ପ୍ରତ୍ୟେକ ଦୃଶ୍ୟ ଅତି ଜୀବନ୍ତ ଭାବେ ଉପସ୍ଥାପନ କରାଯାଉଛି। ଗୋପପୁରରେ ଶ୍ରୀକୃଷ୍ଣଙ୍କ ଅପୂର୍ବ ବାଲ୍ୟଲୀଳା ସମସ୍ତଙ୍କୁ କରିଦେଇଛି ମନ୍ତ୍ରମୁଗ୍ଧ। ଶ୍ରୀକୃଷ୍ଣ ଯେତେ ଦୁଷ୍ଟାମୀ କଲେ ବି ଗୋପାଙ୍ଗନାମାନେ ତାଙ୍କୁ ଛାଡ଼ି ପାରୁନାହାନ୍ତି। କୃଷ୍ଣପ୍ରେମରେ ଗୋପୀମାନେ ବିଭୋର ହୋଇ ଉଠିଛନ୍ତି। ଧନୁଯାତ୍ରାର ଷଷ୍ଠ ଦିବସରେ ଗୋପୀଙ୍କ ବସ୍ତ୍ରହରଣର ଦୃଶ୍ୟ ଅଭିନୀତ ହୋଇଥିଲା। ଯମୁନା ଘାଟରେ ସ୍ନାନରତ ଗୋପୀମାନଙ୍କ ବସ୍ତ୍ରକୁ ଚୋରି କରି ଗଛ ଡାଳରେ ଝୁଲାଇ ଦେଇଥିଲେ ଶ୍ରୀକୃଷ୍ଣ। ଆତୁର ହୋଇ ବସ୍ତ୍ର ଫେରାଇଦେବା ପାଇଁ ଗୋପୀମାନେ ନିବେଦନ କରିଥିଲେ। ଗୋପୀମାନେ ଗୀତ ଗାଇ ଶ୍ରୀକୃଷ୍ଣଙ୍କୁ ବସ୍ତ୍ର ମାଗିବାର ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କ ମନ ମୋହି ନେଇଥିଲା।