Перейти к содержимому

🔥 ଧସିଲା ବ୍ରାହ୍ମଣୀ ଅଧାପନ୍ତରିଆ ଘାଇ 😱 | DAILY VILLAGE LIFE VLOG | DAY 13

RAHUL LIFE STYLE 21

0:00 / 0:00

🔥 ଧସିଲା ବ୍ରାହ୍ମଣୀ ଅଧାପନ୍ତରିଆ ଘାଇ 😱 | DAILY VILLAGE LIFE VLOG | DAY 13

6 686 просмотров · 1 месяц назад
RAHUL LIFE STYLE 21
142 подписчика
6 686 просмотров · 1 месяц назад
ବରୀରେ ହାହାକାର #ବ୍ରାହ୍ମଣୀ ନଦୀରେ 40 ଫୁଟର ଘାଇ ! ଯାଜପୁର ଜିଲ୍ଲା ବରୀ ବ୍ଲକ୍ ବାଙ୍କସାହି ନିକଟ ବ୍ରାହ୍ମଣୀ ନଦୀବନ୍ଧରେ ସୃଷ୍ଟି ହେଲା ୪୦ ଫୁଟ୍‌ର ବିରାଟ ଘାଇ । ହଠାତ୍ ବନ୍ୟାପାଣି ଗାଁ ଭିତରକୁ ମାଡ଼ି ଆସୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ, ଆସନ୍ନ ବିପଦ ଭୟରେ ଲୋକେ।JajpurFlood #BrahmaniRiver #FloodUpdate #BariBlock #OdishaFlood #CropDamage #FloodAlert #BrahmaniBreach #ଧସିଲା_ଅଧାପନରିଆ_ ଘାଇ ଚନ୍ଦନପୁରର ବ୍ରାହ୍ମଣୀ ନଦୀରେ ସୃଷ୍ଟି ହେଲା ଘାଇ, ରତ୍ନଗିରି ଭାୟା ପୁନିଛକ ରାସ୍ତାରେ ୨ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ #nandighoshaTV #odisha #Flood #FloodWater ଆଜିର ଭିଡିଓରେ ଦେଖନ୍ତୁ ବନ୍ୟା ପାଣିର ଭୟଙ୍କର ସ୍ଥିତି 🌊😱 ଅଧାପନ୍ତରିଆ ଘାଇ ଧସିଯିବା ପରେ ଚାରିଆଡେ ପାଣି ହିଁ ପାଣି! ଆମେ ଘଟଣାସ୍ଥଳକୁ ଯାଇ ସେଠାକାର ସ୍ଥିତି ନିଜ ଆଖିରେ ଦେଖିଲୁ। ଭିଡିଓଟି ଭଲ ଲାଗିଲେ LIKE 👍 | COMMENT 💬 | SHARE 🔄 | SUBSCRIBE ❤️ କରନ୍ତୁ। 📍 DAILY VILLAGE LIFE VLOG – DAY 13 🎥 RAHUL LIFE STYLE 21 #DailyVillageLifeVlog #Day13 #RahulLifeStyle21 #Flood #FloodSituation #VillageLife #VillageVlog #OdiaVlog #OdiaYouTuber #FloodUpdate #River #VillageLifeVlog #Odisha #OdiaVlogger #ViralVideo #YouTubeVlog