Перейти к содержимому

ମା'ଙ୍କ ପାଇଁ ଘି ପିଠା ବନେଇଲି ❤️🙏 | Odia Village Cooking | Traditional Pitha Recipe

Arnapurnalog Express

0:00 / 0:00

ମା'ଙ୍କ ପାଇଁ ଘି ପିଠା ବନେଇଲି ❤️🙏 | Odia Village Cooking | Traditional Pitha Recipe

399 просмотров · 9 дн. назад
Arnapurnalog Express
711 подписчиков
399 просмотров · 9 дн. назад
🙏 ଜୟ ମା' 🙏❤️ ଆଜି ମୁଁ ମୋ ମା'ଙ୍କ ପାଇଁ ବହୁତ ଭଲ ପାଇବାର ସହିତ ତିଆରି କରିଛି ସୁଆଦିଆ ଘି ପିଠା। 🥰❤️ ଗାଁର ପରିବେଶରେ ଦେଶୀ ଚୁଲିରେ ପିଠା ବନେଇବାର ମଜା ହିଁ ଅଲଗା। ମା'ଙ୍କ ପାଇଁ ଏହି ଛୋଟିଆ ପ୍ରୟାସ ଆପଣମାନଙ୍କୁ କେମିତି ଲାଗିଲା, କମେଣ୍ଟ କରି ଜଣାନ୍ତୁ। ❤️ ଭିଡିଓଟି ଭଲ ଲାଗିଲେ ଲାଇକ୍ 👍, କମେଣ୍ଟ 💬, ସେୟାର୍ ଓ ମୋ ଚ୍ୟାନେଲ୍‌କୁ Subscribe କରିବାକୁ ଭୁଲିବେନି। 🙏❤️ ଆପଣମାନଙ୍କ ଭଲ ପାଇବା ହିଁ ମୋର ପ୍ରେରଣା। 🥰 #minivlog #odia #vlog #odiavlog #odiaminivlog #youtubeshorts #odiamom #ghipitha #odiavlog #odiacooking #odiavillagecooking #odiafood #villagelife #traditionalfood #odiayoutuber #pitharecipe #desicooking #odialifestyle #villagevlog #odiafoodvlog #motherslove #villagecooking ❤️