Nuakhai Bhetghat Special Vlog 🎉 | ଘରର୍ ମଜା ଆର୍ ଗୁଟେ Grand Program!
Mandakini Official1
0:00 / 0:00
Nuakhai Bhetghat Special Vlog 🎉 | ଘରର୍ ମଜା ଆର୍ ଗୁଟେ Grand Program!
4 505 просмотров · 5 дней назад
Mandakini Official1
585 подписчиков
4 505 просмотров · 5 дней назад
ଜୁହାର ସବୁକୁଁ 🙏
ଆଜିର୍ ଇ New Vlog ରେ ସମକୁଁ Welcome! ଆଜି ଆମେ Celebrate କଲୁ ଆମର୍ ସବୁଠୁ ବଡ଼ ପରବ୍—Nuakhai Bhetghat ✨। ଘରର୍ ଲୋକଙ୍କର ସାଙ୍ଗେ ସମୟ କଟାବାର୍ ସାଙ୍ଗେ ଗୁଟେ ବଢିଆ Program କେ ଯାଇଥିଲୁଁ, ଯେନ୍ତା କି Full Masti ଆର୍ ବହୁତ୍ Enjoy କଲୁଁ।
Vlog ଟା କେନ୍ତା ଲାଗ୍ଲା Last ତକ୍ ଦେଖୁନ୍ ଆର୍ Comment କରିକି ନିଶ୍ଚୟ ଜଣାଉନ୍!
ଭିଡିଓ ଭଲ୍ ଲାଗ୍ଲେ:
👍 Like କରୁନ୍
💬 Comment କରୁନ୍
👥 Family ଆର୍ Friends ସାଙ୍ଗେ Share କରୁନ୍
🔔 Channel କେ Subscribe କରିକି Bell Icon ଦବେଇ ଦେଉନ୍!