Перейти к содержимому

ବରା, ଆଳୁଚପ୍‌ଠୁ ଆଳୁକସା-ସବୁ ମାତ୍ର ୧ ଟଙ୍କା | One Rupee Break fast | Budget Food | Nandi Live

Nandi Live

0:00 / 0:00

ବରା, ଆଳୁଚପ୍‌ଠୁ ଆଳୁକସା-ସବୁ ମାତ୍ର ୧ ଟଙ୍କା | One Rupee Break fast | Budget Food | Nandi Live

7 417 просмотров · 7 ч назад
Nandi Live
24,6 тыс. подписчиков
7 417 просмотров · 7 ч назад
#୧_ଟଙ୍କାରେ_ଜଳଖିଆ_୨୦_ଟଙ୍କାରେ_ପେଟପୂରା_ପ୍ଲେଟ୍ ଭୁବନେଶ୍ୱର ସମ୍ ହସ୍ପିଟାଲ ନିକଟରେ ମାତ୍ର ୧ ଟଙ୍କାରେ ମିଳୁଛି ପେଟ ଭରା ଜଳଖିଆ। ଆଳୁଚପଠୁ ଆରମ୍ଭ କରି ବରା,ଡାଲି ବରା ଏବଂ ଆଳୁକସା ସବୁର ଦାମ୍ ମାତ୍ର ୧ ଟଙ୍କା। ଯଦି ଆପଣ ଟଙ୍କା ୨୦ ଖର୍ଚ୍ଚ କରିବେ ତେବେ ଆପଣଙ୍କ ପ୍ଲେଟ୍ ଥିବ ୧୯ ଟି ବରା, ଆଳୁଚପ, ଡାଲିବରା ଆଉ ୧ ଟଙ୍କାର ଆଳୁକସା। A pocket-friendly breakfast spot near SUM Hospital in Bhubaneswar is drawing attention for its ₹1 snacks. From aloo chop and bara to dali bara and aloo kasa, each item reportedly costs just ₹1. Spend ₹20 and you can get a plate with 19 pieces of bara and aloo chop, along with aloo kasa. #Bhubaneswar #SUMHospital #OneRupeeBreakfast #BudgetFood #StreetFoodOdisha #AlooChop #Bara #OdiaFood #OdishaNews #OdiaNews #NandiLive 📢 Follow us for daily updates: 🔹 Facebook: tinyurl.com/mssa4drd 🔹 Instagram: tinyurl.com/3k6r2mmm 🔹 YouTube:    / @nandilive   🔹X (Twitter): tinyurl.com/58zpb4zy 🔔 Like • Share • Subscribe • Follow