କମ୍ ଖର୍ଚ୍ଚରେ Grafted ବାଇଗଣ ଚାଷ | ନିଜେ କରନ୍ତୁ Drip Installation | Low Cost Drip Irrigation💦
All Farming Odia
0:00 / 0:00
କମ୍ ଖର୍ଚ୍ଚରେ Grafted ବାଇଗଣ ଚାଷ | ନିଜେ କରନ୍ତୁ Drip Installation | Low Cost Drip Irrigation💦
24 673 просмотра · 3 месяца назад
All Farming Odia
4,66 тыс. подписчиков
24 673 просмотра · 3 месяца назад
କମ୍ ଖର୍ଚ୍ଚରେ Grafted ବାଇଗଣ ଚାଷ | ନିଜେ କରନ୍ତୁ Drip Installation | Low Cost Drip Irrigation💦
#modernfarming #graftedBrinjal #dripIrrigation #odishaagriculture #mulchingsheet #smartfarming #brinjalfarming #lowcostagriculture #dripkitinstallation #agricultureodisha #odiafarmer #allfarmingodia #locostdripsystem
Keywords -
Grafted Brinjal Farming Odisha, How to install Drip Irrigation at home, Flipkart Drip Kit Review, 16mm Drip Pipe Fitting, Brinjal Cultivation with Mulching, Low Cost Farming Ideas, 0.5 HP Motor for Drip, Odia Agriculture Video, ବାଇଗଣ ଚାଷ ପ୍ରଣାଳୀ, ଡ୍ରିପ୍ ସେଟଅପ୍।
ନମସ୍କାର ଚାଷୀଭାଇ ମାନେ 🙏
ଆଜିର ଏହି ଭିଡିଓରେ ଆମେ ଦେଖିବା କିପରି ଜଣେ ଯୁବ ଚାଷୀ ଅତି କମ୍ ଖର୍ଚ୍ଚରେ Flipkart ରୁ Drip Kit ମଗାଇ ନିଜ ବାଡ଼ିରେ Grafted ବାଇଗଣ ଚାଷ ପାଇଁ ଏକ ସୁନ୍ଦର ସେଟଅପ୍ କରିଛନ୍ତି। ଆମେ ତାଙ୍କ ଫିଲ୍ଡରେ ପହଞ୍ଚି ଏହି ପୁରା ସିଷ୍ଟମକୁ କେମିତି ଫିଟିଂ କରାଯାଏ, ସେ ବିଷୟରେ ସବିଶେଷ ସୂଚନା ଦେଇଛୁ।
ଏହି ଭିଡିଓରେ ଆପଣ ଜାଣିବାକୁ ପାଇବେ:
✅ Planning: ୩୦ ଡେସିମିଲ୍ ଜାଗାରେ ଡ୍ରିପ୍ ସିଷ୍ଟମର ବ୍ଲୁ-ପ୍ରିଣ୍ଟ।
✅ Spacing: ୫ ଫୁଟ୍ ଧାଡ଼ି ଓ ୩ ଫୁଟ୍ ଗଛର ଦୂରତା।
✅ Components: 16mm inline drip pipe, 1 inch sub-line, and 0.5 HP motor ର ବ୍ୟବହାର।
✅ Installation: Tap, Washer, ଏବଂ Jointer କୁ କିପରି ସହଜରେ ଫିଟିଂ କରିବେ।
✅ Cost: ଅନଲାଇନ୍ରୁ ଏହି ସବୁ ଜିନିଷ ଆଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ।
ଯଦି ଆପଣ ବି ବାଡ଼ି ବଗିଚାରେ କିମ୍ବା ବଡ଼ ଜମିରେ ଆଧୁନିକ ଜ୍ଞାନକୌଶଳରେ ଚାଷ କରିବାକୁ ଚାହୁଁଛନ୍ତି, ତେବେ ଏହି ଭିଡିଓଟି ଆପଣଙ୍କ ପାଇଁ ନିଶ୍ଚିତ ସହାୟକ ହେବ ଏବଂ ଆପଣଙ୍କ ର ସମୟ ମଧ୍ୟ ବଞ୍ଚେଇ ପାରିବେ।
for shop: https://dl.flipkart.com/dl/agritec-16...
https://dl.flipkart.com/dl/nextgenagr...
🔔ଭିଡିଓଟି ଭଲ ଲାଗିଲେ Like, Share ଏବଂ Channel କୁ Subscribe କରିବାକୁ ଭୁଲନ୍ତୁ ନାହିଁ।
ଚ୍ୟାନେଲକୁ Subscribe କରନ୍ତୁ ଏବଂ ଭିଡିଓଟିକୁ ଅନ୍ୟ ଚାଷୀ ଭାଇମାନଙ୍କ ସହ Share କରନ୍ତୁ।
📌Subscribe for more farming tips and tricks✅
/ @allfarmingodia
For Bussiness inquiries 📧 arunmahanta5@gmail.com
📞💬6370898773
💥 Thank You🙏