Kartika Mahatmya | Adhyaya 10 | Dukhishyam Tripathy | କାର୍ତ୍ତିକ ମାହାତ୍ମ୍ୟ ଶୁଣି ପୁଣ୍ୟଲାଭ କରନ୍ତୁ
Sidharth Utsav
0:00 / 0:00
Kartika Mahatmya | Adhyaya 10 | Dukhishyam Tripathy | କାର୍ତ୍ତିକ ମାହାତ୍ମ୍ୟ ଶୁଣି ପୁଣ୍ୟଲାଭ କରନ୍ତୁ
1 463 просмотра · 17 ч назад
Sidharth Utsav
1,15 млн подписчиков
1 463 просмотра · 17 ч назад
ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଶ୍ରବଣ କରନ୍ତୁ 'କାର୍ତ୍ତିକ ମାହାତ୍ମ୍ୟ'ର ଦଶମ ଅଧ୍ୟାୟ। ଏହି ଅଧ୍ୟାୟରେ ଦେବର୍ଷି ନାରଦଙ୍କ ଜଳନ୍ଧର ସଭାରେ ଉପସ୍ଥିତି, ମାତା ପାର୍ବତୀଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା, ଜଳନ୍ଧରର ଦୂତ ରାହୁ କୈଳାସ ଗମନ ଏବଂ ପ୍ରଭୁ ଶିବଙ୍କ କ୍ରୋଧରୁ କୀର୍ତ୍ତିମୁଖର ଆବିର୍ଭାବର ଅଲୌକିକ କଥା ବର୍ଣ୍ଣିତ ହୋଇଛି। ପଣ୍ଡିତ ଦୁଃଖୀଶ୍ୟାମ ତ୍ରିପାଠୀଙ୍କ ସୁମଧୁର କଣ୍ଠରେ ଏହି ପୁରାଣ କଥା ଶ୍ରବଣ କରି ପୁଣ୍ୟ ଅର୍ଜନ କରନ୍ତୁ।
Singer - ଦୁଃଖୀଶ୍ୟାମ ତ୍ରିପାଠୀ
ଭଜନ କାର୍ଯ୍ୟକ୍ରମ ପାଇଁ ଯୋଗା ଯୋଗ - 9668833222
00:00 - ଦଶମ ଅଧ୍ୟାୟ ଆରମ୍ଭ ଓ ନାରଦ-ପୃଥୁ ସମ୍ବାଦ
01:33 - ଦେବରାଜ ଇନ୍ଦ୍ରଙ୍କ ଦୁଃଖ ଓ ଜଳନ୍ଧର ବିରୋଧରେ ନାରଦଙ୍କୁ ଗୁହାରି
04:03 - ନାରଦଙ୍କ ଜଳନ୍ଧର ସଭାରେ ପ୍ରବେଶ ଓ କୈଳାସ ବର୍ଣ୍ଣନା
05:35 - ଜଳନ୍ଧରର ପ୍ରଶ୍ନ ଓ ନାରଦଙ୍କ ଦ୍ୱାରା "ସ୍ତ୍ରୀ ରତ୍ନ"ର ମହତ୍ତ୍ୱ ବର୍ଣ୍ଣନା
07:26 - ଜଳନ୍ଧରର ଗର୍ବ ଏବଂ ବୃନ୍ଦାବତୀ ଓ ଅନ୍ୟ ଅପ୍ସରାଙ୍କ ବର୍ଣ୍ଣନା
10:00 - ନାରଦଙ୍କ ଦ୍ୱାରା ମାତା ପାର୍ବତୀଙ୍କ ଅତୁଳନୀୟ ସୌନ୍ଦର୍ଯ୍ୟ ବର୍ଣ୍ଣନା
14:58 - ଜଳନ୍ଧରର କାମାସକ୍ତ ହେବା ଓ ରାହୁକୁ କୈଳାସ ପ୍ରେରଣ
16:03 - କୈଳାସରେ ରାହୁର ପ୍ରବେଶ ଓ ଶିବ-ପାର୍ବତୀଙ୍କ ଦର୍ଶନ
17:11 - ମହାଦେବଙ୍କ ସମ୍ମୁଖରେ ରାହୁର ଅନୁଚିତ ପ୍ରସ୍ତାବ
18:14 - ଶିବଙ୍କ ତୃତୀୟ ନେତ୍ରରୁ ଭୟଙ୍କର ପୁରୁଷର ଉତ୍ପତ୍ତି
19:10 - ଭୟଭୀତ ରାହୁର ଶିବସ୍ତୁତି ଓ ଆତ୍ମସମର୍ପଣ
20:47 - କୀର୍ତ୍ତିମୁଖର ଆବିର୍ଭାବ, ବରଦାନ ଓ ଦଶମ ଅଧ୍ୟାୟ ସମାପ୍ତ
==========================
To subscribe Sidharth Utsav's channel, click here 👇 / @sidharthutsavofficial
==========================
🌐 Follow Us on Social Media:
📘 Facebook: / sidharthutsavofficial
📸 Instagram: / sidharthutsav
🐦 Twitter (X): https://x.com/sidharthutsav
==========================
📡 "Sidharth Utsav" DTH Details :
Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796
===========================
Subscribe our other Television Channels :
Sidharth TV : / sidharthtv
Sidharth Gold : / @sidharthgold
Jay Jagannath TV : / @jayjagannathtvofficial
#KartikaMahatmya #SidharthUtsav #KartikaPurana #OdiaDevotional #LordShiva