Subscriber ଅଛନ୍ତି ହେଲେ Views ନାହିଁ? 😱 ନୂଆ YouTube Channel ର 0 Views Problem | Odia
pk tech 2.0
0:00 / 0:00
Subscriber ଅଛନ୍ତି ହେଲେ Views ନାହିଁ? 😱 ନୂଆ YouTube Channel ର 0 Views Problem | Odia
15 просмотров · 3 дн. назад
pk tech 2.0
1 подписчик
15 просмотров · 3 дн. назад
Subscriber ଅଛନ୍ତି ହେଲେ Views ନାହିଁ? 😱 ନୂଆ YouTube Channel ର 0 Views Problem | Odia
ନୂଆ YouTube Channel ରେ 0 Views ଆସୁଛି କି? 😱 Subscriber ଥିଲେ ମଧ୍ୟ Views କାହିଁକି ଆସୁନାହିଁ? ଆଜିର ଏହି ଭିଡିଓରେ ଜାଣନ୍ତୁ ଏହାର ପ୍ରକୃତ କାରଣ।
ନମସ୍କାର ବନ୍ଧୁମାନେ 🙏
ଆପଣ ଜଣେ New YouTuber କି? ଆପଣଙ୍କର 10, 20, 30 କିମ୍ବା 50 Subscriber ଅଛନ୍ତି, କିନ୍ତୁ ଆପଣଙ୍କ YouTube Video ରେ ମାତ୍ର 5-10 Views ଆସୁଛି କି?
ତାହେଲେ ଏହି ଭିଡିଓଟି ଆପଣଙ୍କ ପାଇଁ।
ଏହି ଭିଡିଓରେ ଆଲୋଚନା କରାଯାଇଛି:
✅ ନୂଆ YouTube Channel ରେ 0 Views କାହିଁକି ଆସେ? ✅ Subscriber ବଢ଼ିଲେ Views କାହିଁକି ବଢ଼େ ନାହିଁ? ✅ 10-50 Subscriber ଥିଲେ ମଧ୍ୟ Views କମ୍ କାହିଁକି? ✅ YouTube Algorithm କିପରି କାମ କରେ? ✅ YouTube Impressions କ'ଣ? ✅ CTR ଏବଂ Audience Retention କ'ଣ? ✅ ନୂଆ YouTuber ମାନେ କେଉଁ ଭୁଲ୍ କରିବା ଉଚିତ୍ ନୁହେଁ?
ଯଦି ଆପଣ ଜଣେ Beginner YouTuber, ତେବେ ଏହି ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
❤️ ଆମର ଚ୍ୟାନେଲ PK Tech 2.0 କୁ Subscribe କରନ୍ତୁ।
ଆମ ଚ୍ୟାନେଲରେ ଆପଣଙ୍କୁ ମିଳିବ: YouTube Tips | YouTube Growth | Odia Tech Education | Technology Updates
ଆପଣଙ୍କ ଚ୍ୟାନେଲରେ କେତେ Subscriber ଅଛନ୍ତି ଏବଂ କେତେ Views ଆସୁଛି, Comment କରି ଜଣାନ୍ତୁ।
ଧନ୍ୟବାଦ ❤️
#YouTubeTipsOdia #NewYouTuber #ZeroViewsProblem #OdiaTech #YouTubeGrowth