Pravasi Rajasthani Meet 2026 Held In Bhubaneswar To Boost Investment | Argus News
Argus News
0:00 / 0:00
Pravasi Rajasthani Meet 2026 Held In Bhubaneswar To Boost Investment | Argus News
630 просмотров · 15 часов назад
Argus News
1,94 млн подписчиков
630 просмотров · 15 часов назад
Pravasi Rajasthani Meet 2026 Held In Bhubaneswar To Boost Investment | Argus News
ରାଜଧାନୀ ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାରରେ ରାଜସ୍ଥାନ ସରକାର, ରାଜସ୍ଥାନ ଫାଉଣ୍ଡେସନ୍ ଓ CIIର ମିଳିତ ସହଯୋଗରେ 'ପ୍ରବାସୀ ରାଜସ୍ଥାନୀ ମିଟ୍-୨୦୨୬' ରୋଡ୍ ଶୋ’ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପ୍ରବାସୀ ରାଜସ୍ଥାନୀ ଦିବସ ପୂର୍ବରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରବାସୀ ରାଜସ୍ଥାନୀ ଉଦ୍ୟୋଗପତିମାନଙ୍କୁ ନିଜ ମାତୃଭୂମିରେ ନିବେଶ କରିବା ସହ ଉଭୟ ରାଜ୍ୟ ମଧ୍ୟରେ ସିଧାସଳଖ ବିମାନ ସେବା ଉପରେ ଆଲୋଚନା ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶିଖର ଅଗ୍ରୱାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ନିବେଶକ ଉପସ୍ଥିତ ଥିଲେ।
#PravasiRajasthaniMeet #Bhubaneswar #RajasthanFoundation #InvestmentRoadshow #OdishaToRajasthanFlight #CII #SujeetKumar #MayfairBhubaneswar #BusinessNews #OdishaUpdates #RajasthanGovt #OdishaNews #OdiaNews #BreakingNews #ArgusNews
-----
'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।
Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility.
****
Visit Our Official Website: https://www.argusnews.in/ (Odia)
Visit Our Official Website: https://argusenglish.in/ (English)
iOS App: http://bit.ly/ArgusNewsiOSApp
Android App: http://bit.ly/ArgusNewsAndroidApp
Live TV: https://argusnews.in/live-tv/
Facebook: / argusnews.in
Youtube : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
***
#ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate