Перейти к содержимому

Inspiring Story: Tribal Farmer Earns Lakhs Through Poultry & Goat Farming In Kandhamal | Argus News

Argus News

0:00 / 0:00

Inspiring Story: Tribal Farmer Earns Lakhs Through Poultry & Goat Farming In Kandhamal | Argus News

10 862 просмотра · 7 часов назад
Argus News
1,93 млн подписчиков
10 862 просмотра · 7 часов назад
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଵିଙ୍ଗିଆ ନେଡିସାହିର ଜିତେନ୍ଦ୍ର କହଁର ଓ ତାଙ୍କ ପତ୍ନୀ ସୈଇନ୍ଦ୍ରି କହଁର। ପ୍ରଥମେ ଚାଷ ଏବଂ ପରେ କିରାଣୀ ଦୋକାନରେ ବଡ଼ଧରଣର କ୍ଷତିର ସମ୍ମୁଖୀନ ହୋଇଥିଲେ ଜିତେନ୍ଦ୍ର। ହେଲେ ପତ୍ନୀଙ୍କ ପରାମର୍ଶ ଏବଂ ପ୍ରାଣୀସମ୍ପଦ ବିଭାଗର ସହଯୋଗରେ ସେ ଆରମ୍ଭ କଲେ ଦେଶୀ କୁକୁଡ଼ା ପାଳନ। ଆଜି ତାଙ୍କ ଫାର୍ମରେ ଏକ ହଜାରରୁ ଅଧିକ ଦେଶୀ ଅଣ୍ଡାଦିଆ କୁକୁଡ଼ା ରହିଛନ୍ତି, ଯାହା ତାଙ୍କ ପୂର୍ବ କ୍ଷତିକୁ ଭରଣା କରିପାରିଛି। #KandhamalNews #PoultryFarming #GoatFarming #InspiringStory #SuccessStory #TribalEmpowerment #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook:   / argusnews.in   Youtube :    / theargusnewsodia   Twitter:   / argusnews_in   Instagram:   / argusnewsin   Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate