Перейти к содержимому

Odia Grammar: Top 60 PYQs Complete Revision 🔥 OSSTET, SSB TGT, JT, OAVS 2026-27 | Kumar Behera

Bajarangi Educational Platform

0:00 / 0:00

Odia Grammar: Top 60 PYQs Complete Revision 🔥 OSSTET, SSB TGT, JT, OAVS 2026-27 | Kumar Behera

438 просмотров · Трансляция закончилась 6 дней назад
Bajarangi Educational Platform
738 подписчиков
438 просмотров · Трансляция закончилась 6 дней назад
OSSTET, SSB TGT, JT, OAVS 2026-27 ଏବଂ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ଓଡ଼ିଆ ବ୍ୟାକରଣର ଏକ ସମ୍ପୂର୍ଣ୍ଣ Mock Test Revision Class। ଏହି କ୍ଲାସ୍‌ରେ ଗତ ପରୀକ୍ଷାଗୁଡ଼ିକର Top 60 Previous Year Questions (PYQs) ସହ 12 ଟି ଗୁରୁତ୍ୱପୂର୍ଣ୍ଣ ବିଷୟର ସମ୍ପୂର୍ଣ୍ଣ ବିଶ୍ଳେଷଣ କରାଯାଇଛି। 📌 କଭର କରାଯାଇଥିବା ମୁଖ୍ୟ ବିଷୟବସ୍ତୁ: କ୍ରିୟା ଓ କ୍ରିୟାର ବିଶେଷଣ ଷତ୍ୱ ଓ ଣତ୍ୱ ବିଧି ସନ୍ଧି ଓ ସମାସ କୃଦନ୍ତ ଓ ତଦ୍ଧିତ ଛନ୍ଦ ଓ ଅଳଙ୍କାର ରୂଢ଼ି ଓ ଲୋକବାଣୀ ଅଶୁଦ୍ଧି ସଂଶୋଧନ, ପ୍ରତିଶବ୍ଦ ଓ ବିପରୀତ ଶବ୍ଦ 🎯 ଲକ୍ଷ୍ୟ: 60/60 ମାର୍କ 👨‍🏫 ପ୍ରଶିକ୍ଷକ: Kumar Behera Sir କ୍ଲାସ୍‌ଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଜ ସ୍କୋର କମେଣ୍ଟ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ନିଶ୍ଚୟ Share କରନ୍ତୁ। କ୍ଲାସ୍ PDF ପାଇଁ ଆମ Telegram ଗ୍ରୁପ୍‌ରେ ଯୋଡ଼ି ହୁଅନ୍ତୁ। #OdiaGrammar #OSSTET2026 #SSBTGT #OdiaGrammarPYQ #KumarBehera #OdishaTeacherExam #JT2026 #OAVS #MockTest