Перейти к содержимому

ବୁଦ୍ଧିବାମନ ଓଷାର ତୃତୀୟ ବୁଧବାର | ସମୁଦ୍ର କୂଳରେ ଟିକେ ମଜା ମସ୍ତି 🌊❤️ | Rubita Lifestyle

🍳 Rubita Lifestyle 💕

0:00 / 0:00

ବୁଦ୍ଧିବାମନ ଓଷାର ତୃତୀୟ ବୁଧବାର | ସମୁଦ୍ର କୂଳରେ ଟିକେ ମଜା ମସ୍ତି 🌊❤️ | Rubita Lifestyle

155 просмотров · 2 дня назад
🍳 Rubita Lifestyle 💕
115 подписчиков
155 просмотров · 2 дня назад
ନମସ୍କାର ସମସ୍ତଙ୍କୁ 🙏❤️ ଆଜି ହେଉଛି ବୁଦ୍ଧିବାମନ ଓଷାର ତୃତୀୟ ବୁଧବାର। 🙏 ଓଷାର ପୂଜା ସାରି ଆଜି ଆମେ ସମୁଦ୍ର କୂଳକୁ ଟିକେ ମଜା ମସ୍ତି କରିବା ପାଇଁ ଆସିଛୁ। 🌊😊 ସମୁଦ୍ରର ସୁନ୍ଦର ଦୃଶ୍ୟ, ଥଣ୍ଡା ପବନ ଆଉ ଆମର ଛୋଟ ଛୋଟ ମଜାର ମୁହୂର୍ତ୍ତଗୁଡ଼ିକ ଆଜିର Vlog ରେ ଆପଣମାନଙ୍କ ସହିତ share କରିଛି। ❤️ ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, Comment 💬 କରନ୍ତୁ ଏବଂ Rubita Lifestyle କୁ Subscribe ❤️ କରିବାକୁ ଭୁଲନ୍ତୁ ନାହିଁ। ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। 🙏❤️ 🎵 Music Credit: Song: Mike Leite - Summer Vibes Music provided by Vlog No Copyright Music. Creative Commons - Attribution 3.0 Unported Video Link: Music Video #RubitaLifestyle #BudhibamanOsha #OdiaVlog #SeaBeachVlog #OdiaVlogger #DailyVlog