Перейти к содержимому

🫀 10th Life Science | ପରିବହନ ଓ ସଞ୍ଚାଳନ | ସମ୍ପୂର୍ଣ୍ଣ ବ୍ୟାଖ୍ୟା | Board Exam 2026 | 100% Important

EDU SPARK ODIA

0:00 / 0:00

🫀 10th Life Science | ପରିବହନ ଓ ସଞ୍ଚାଳନ | ସମ୍ପୂର୍ଣ୍ଣ ବ୍ୟାଖ୍ୟା | Board Exam 2026 | 100% Important

861 просмотр · 1 месяц назад
EDU SPARK ODIA
352 подписчика
861 просмотр · 1 месяц назад
🫀 10th Life Science – ପରିବହନ ଓ ସଞ୍ଚାଳନ | Class 10 Biology | Board Exam 2026 ଏହି ଭିଡିଓରେ ୧୦ମ ଶ୍ରେଣୀ ଜୀବବିଜ୍ଞାନର "ପରିବହନ ଓ ସଞ୍ଚାଳନ" ଅଧ୍ୟାୟକୁ ସହଜ ଓଡ଼ିଆ ଭାଷାରେ ସମ୍ପୂର୍ଣ୍ଣ ବ୍ୟାଖ୍ୟା କରାଯାଇଛି। Board Exam 2026 ପାଇଁ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ, ହୃଦୟର ଗଠନ, ରକ୍ତ, ରକ୍ତନାଳୀ ଓ ରକ୍ତସଞ୍ଚାଳନ ପ୍ରକ୍ରିୟାକୁ ସରଳ ଭାବରେ ବୁଝାଯାଇଛି। 📚 ଏହି ଭିଡିଓରେ ଆପଣ ଶିଖିବେ: ✔️ ପରିବହନ ଓ ସଞ୍ଚାଳନର ଅର୍ଥ ✔️ ହୃଦୟର କାର୍ଯ୍ୟ ✔️ ରକ୍ତ ଓ ଏହାର ଉପାଦାନ ✔️ ଧମନୀ, ଶିରା ଓ କେଶିକା ✔️ Board Exam ପାଇଁ Important ପ୍ରଶ୍ନ 👍 ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ। #10thLifeScience #ପରିବହନଓସଞ୍ଚାଳନ #Class10Biology #OdishaBoard #BoardExam2026 #LifeScience #Education #Odia #EDUSPARKODIA