ପିଆଜ ରସୁଣ ଛୁଟିରେ, ବରା ଘୁଗୁନି ଡ୍ୟୁଟିରେ!” 😄
Ajaanati vlogs
0:00 / 0:00
ପିଆଜ ରସୁଣ ଛୁଟିରେ, ବରା ଘୁଗୁନି ଡ୍ୟୁଟିରେ!” 😄
462 просмотра · 3 нед. назад
Ajaanati vlogs
944 подписчика
462 просмотра · 3 нед. назад
ଜୟ ଜଗନ୍ନାଥ 🙏❤️
ଆଜିର ଭିଡିଓରେ ରହିଛି ପିଆଜ ଓ ରସୁଣ ବିନା ସୁଆଦିଆ ବରା ଘୁଗୁନି 😋🍲 ସାଙ୍ଗକୁ ଆଈଙ୍କ ମଜାଳିଆ କଥା, ହସ ମଜା ଆଉ ଢେର୍ ସାରା ମାଟି ମସ୍ତି! 😂❤️
ସରଳ ରୋଷେଇ, ଘରୋଇ ସ୍ୱାଦ ଆଉ ପରିବାର ସହ ମଜାଦାର ମୁହୂର୍ତ୍ତ—ଏହା ହିଁ ଆମ ଓଡ଼ିଆ ଘରର ଅସଲି ଖୁସି। 🏡💕
ଭିଡିଓଟି ଭଲ ଲାଗିଲେ Like 👍, Comment 💬, Share ❤️ ଏବଂ ଆମ ଚ୍ୟାନେଲକୁ Subscribe କରିବାକୁ ଭୁଲିବେନି। 🔔
ଆପଣମାନଙ୍କ ଭଲପାଇବା ହିଁ ଆମର ପ୍ରେରଣା! 🙏🥰
#ବରାଘୁଗୁନି #food #WithoutOnionAndGarlic #OdiaCooking #OdiaVlog #OdiaComedy #OdiaFood #FamilyFun #DailyVlog