କଳିଯୁଗର ପାଞ୍ଚୋଟି ଅପ୍ରିୟ ସତ୍ୟ |ଯାହା ମହାଭାରତ ରେ ଶ୍ରୀକୃଷ୍ଣ କହିଥିଲେ ପାଣ୍ଡବଙ୍କୁ | Chintana TV
CHINTANA TV
0:00 / 0:00
କଳିଯୁଗର ପାଞ୍ଚୋଟି ଅପ୍ରିୟ ସତ୍ୟ |ଯାହା ମହାଭାରତ ରେ ଶ୍ରୀକୃଷ୍ଣ କହିଥିଲେ ପାଣ୍ଡବଙ୍କୁ | Chintana TV
90 040 просмотров · 3 г. назад
CHINTANA TV
200 тыс. подписчиков
90 040 просмотров · 3 г. назад
କଳିଯୁଗର ପାଞ୍ଚୋଟି ଅପ୍ରିୟ ସତ୍ୟ |ଯାହା ମହାଭାରତ ରେ ଶ୍ରୀକୃଷ୍ଣ କହିଥିଲେ ପାଣ୍ଡବଙ୍କୁ | @CHINTANATVODIA
#motivation
#krishnavani
#religion
#geetagyan
#chintanatv
#krishnamotivationalspeech
#krishnamotivation
#krishnabani
About this video :
ମହାଭାରତ ସମୟରେ ପଞ୍ଚୁ ପାଣ୍ଡବଙ୍କ ମନରେ କଳିଯୁଗ ବିଷୟରେ ଜାଣିବାର ଆଗ୍ରହ ସୃଷ୍ଟି ହୋଇଥିଲା | ସେମାନେ ଥରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପଚାରିଲେ - କି କଳିଯୁଗ ର ମନୁଷ୍ୟ କେମିତି ହେବେ? ଲୋକମାନଙ୍କ ବିଚାର କେମିତି ହେବ? ଆଉ ମୋକ୍ଷ ପ୍ରାପ୍ତି କେମିତି ହେବ? ପାଣ୍ଡବଙ୍କ ଠାରୁ ଏ ପ୍ରଶ୍ନ ଶୁଣି ଶ୍ରୀକୃଷ୍ଣ ପାଣ୍ଡବଙ୍କୁ ବଣକୁ ଯିବାପାଇଁ କହିଲେ ଏବଂ ସେଠାରେ ତୁମେ ଯାହାବି ଦେଖିବ ସେ ସମସ୍ତ ଘଟଣା ବିସ୍ତାର ଭାବେ ଆସି ମୋତେ ଜଣାଇବ | ଏହାପରେ ପାଞ୍ଚ ଭାଇ ବଣକୁ ଯାଇ କଣ ସବୁ ଦେଖିଲେ ଏବଂ ଶ୍ରୀକୃଷ୍ଣ ଏହାର କିପରି ବର୍ଣନା କରୁଛନ୍ତି ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା |
🌹🌹🌹🌹🌹ଧନ୍ୟବାଦ 🌹🌹🌹🌹🌹