Перейти к содержимому

80TAMA SWADHINATA DIVAS PALANA KALE KHANDAPADA RA SAMASTA SCHOOL COLLEGE STUDENTS 15 August 2026

Ashok Kumar Raiguru

0:00 / 0:00

80TAMA SWADHINATA DIVAS PALANA KALE KHANDAPADA RA SAMASTA SCHOOL COLLEGE STUDENTS 15 August 2026

8 945 просмотров · 1 месяц назад
Ashok Kumar Raiguru
41,6 тыс. подписчиков
8 945 просмотров · 1 месяц назад
୮୦ତମ ସ୍ୱାଧୀନତା ଦିବସ ପାଳନ (ଅଗଷ୍ଟ ୧୫, ୨୦୨୬) ଅବସରରେ ଖଣ୍ଡପଡ଼ା ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପରେଡ୍‌ରେ ଅତ୍ୟନ୍ତ ଉତ୍ସାହ ଓ ଶୃଙ୍ଖଳାର ସହ ଅଂଶଗ୍ରହଣ କରିଥିଲେ। ଐତିହାସିକ ମଧୁବନ କ୍ରୀଡ଼ାଙ୍ଗନ ରେ ଅନୁଷ୍ଠିତ ଏହି ସମାରୋହରେ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ମହୋଦୟ ପତାକା ଉତ୍ତୋଳନ କରିଥିଲେ 🙏 ଆଉ ଆଭିବାଦନ ଗ୍ରହଣ କରିଥିଲେ ତାଙ୍କ ସହ ସ୍ଥାନୀୟ ତହସିଲଦାର ମହୋଦୟ 🙏ଆସିଥିବା ଛାତ୍ରଛାତ୍ରୀମାନେ ଅତି ସୁନ୍ଦର ପରେଡ୍ ଏବଂ ବ୍ୟାଣ୍ଡ ପ୍ରଦର୍ଶନ କରିଥିଲେ।