Перейти к содержимому

ଭୋଟ୍ ପୂର୍ବରୁ ପ୍ରୀର୍ଥୀ ଅପହରଣ ! | Odisha Reporter

Odisha Reporter

0:00 / 0:00

ଭୋଟ୍ ପୂର୍ବରୁ ପ୍ରୀର୍ଥୀ ଅପହରଣ ! | Odisha Reporter

2 522 просмотра · 3 часа назад
Odisha Reporter
2,99 млн подписчиков
2 522 просмотра · 3 часа назад
ଭୋଟ୍ ପୂର୍ବରୁ ପ୍ରୀର୍ଥୀ ଅପହରଣ ! | Odisha Reporte ରାତି ପାହିଲେ ଛାତ୍ର ସଂସଦ ନିର୍ବାଚନ। ହେଲେ ତା’ ପୂର୍ବରୁ କ୍ୟାମ୍ପସରେ ହଟଚମଟ! ନିର୍ବାଚନର ଜଣେ ପ୍ରାର୍ଥୀ ନିଖୋଜ ହୋଇଯାଇଥିବା ବେଳେ ବିରୋଧୀ ଦଳ ମିଶି ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ଆଣିଛନ୍ତି ପ୍ରତିପକ୍ଷ। ଯାଜପୁର ଜିଲ୍ଲାର ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍। କେଉଁଠି ଅଛନ୍ତି ନିଖୋଜ ପ୍ରାର୍ଥୀ? ଅଭିଯୋଗର ସତ୍ୟତା କ’ଣ? ଦେଖନ୍ତୁ ପୂରା ରିପୋର୍ଟ, କେବଳ Odisha Reporterରେ। #OdishaReporter #OdishaNews #StudentElection #Jajpur #NarasimhaChoudhuryCollege #CampusPolitics #StudentPolitics #CandidateMissing #ଯାଜପୁର #ଛାତ୍ରସଂସଦନିର୍ବାଚନ #ପ୍ରାର୍ଥୀନିଖୋଜ #ଅପହରଣଅଭିଯୋଗ #କ୍ୟାମ୍ପସଖବର Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter