ଅରିନ୍ଦମ ରୟଙ୍କ Career କାହିଁକି ତଳକୁ ଗଲା? | ଏହି କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
Sangram Nahak
0:00 / 0:00
ଅରିନ୍ଦମ ରୟଙ୍କ Career କାହିଁକି ତଳକୁ ଗଲା? | ଏହି କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
14 595 просмотров · 9 дней назад
Sangram Nahak
248 подписчиков
14 595 просмотров · 9 дней назад
ଅରିନ୍ଦମ ରୟଙ୍କ Career କାହିଁକି ତଳକୁ ଗଲା? | ଏହି କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଅରିନ୍ଦମ ରୟ… ଏକ ସମୟରେ ଓଡ଼ିଆ ସିନେମାର ଜଣେ ଲୋକପ୍ରିୟ ଓ ଚର୍ଚ୍ଚିତ ଅଭିନେତା। ତାଙ୍କର ଫିଲ୍ମ, ଅଭିନୟ ଓ ଷ୍ଟାରଡମ୍ ଓଡ଼ିଆ ଦର୍ଶକଙ୍କ ମନରେ ଏକ ଅଲଗା ସ୍ଥାନ ତିଆରି କରିଥିଲା।
କିନ୍ତୁ ସମୟ ବଦଳିବା ସହିତ ତାଙ୍କ Career ମଧ୍ୟ କାହିଁକି ତଳକୁ ଗଲା? ଯିଏ ଏକ ସମୟରେ ଥିଲେ ଓଡ଼ିଆ ସିନେମାର ଚର୍ଚ୍ଚିତ ଚେହେରା, ତାଙ୍କର ସେହି ଷ୍ଟାରଡମ୍ କେମିତି କମିଗଲା?
ଏହି ଭିଡିଓରେ ଆମେ ଅରିନ୍ଦମ ରୟଙ୍କ Career, Success, Struggle ଏବଂ Downfall ବିଷୟରେ ଜାଣିବା।
ଭିଡିଓଟି ଭଲ ଲାଗିଲେ Like କରନ୍ତୁ 👍
Comment କରି ଆପଣଙ୍କ ମତାମତ ଜଣାନ୍ତୁ ଏବଂ ଏଭଳି ଓଡ଼ିଆ Documentary ପାଇଁ Channelକୁ Subscribe କରନ୍ତୁ ❤️
#ArindamRoy #OdiaCinema #OdiaMovie #Odisha #OdiaActor