Перейти к содержимому

😱 ବରଗଡ଼ର କେଉଁ କେଉଁ ଜାଗାରେ ଦେଖିଲୁ ମା’ ଦୁର୍ଗାଙ୍କ ମେଢ଼? 🙏🌺 | ବରଗଡ଼ ଦୁର୍ଗା ପୂଜା ୨୦୨୬ | HONEY ODIA VLOG

HONEY ODIA VLOG

0:00 / 0:00

😱 ବରଗଡ଼ର କେଉଁ କେଉଁ ଜାଗାରେ ଦେଖିଲୁ ମା’ ଦୁର୍ଗାଙ୍କ ମେଢ଼? 🙏🌺 | ବରଗଡ଼ ଦୁର୍ଗା ପୂଜା ୨୦୨୬ | HONEY ODIA VLOG

102 просмотра · 5 дн. назад
HONEY ODIA VLOG
74 подписчика
102 просмотра · 5 дн. назад
🙏 ଜୟ ମା’ ଦୁର୍ଗା 🙏🌺 ନମସ୍କାର ବନ୍ଧୁମାନେ ❤️ ସ୍ୱାଗତ କରୁଛି ଆପଣମାନଙ୍କୁ ଆମର ନିଜର HONEY ODIA VLOG ଚ୍ୟାନେଲ୍‌କୁ। ଆଜିର ଭିଡିଓରେ ଆମେ ବୁଲିବାକୁ ଯାଇଛୁ ବରଗଡ଼ର ବିଭିନ୍ନ ଜାଗାକୁ ଏବଂ ଦେଖିଛୁ ମା’ ଦୁର୍ଗାଙ୍କର ସୁନ୍ଦର ସୁନ୍ଦର ମେଢ଼ ଓ ମା’ଙ୍କର ଭବ୍ୟ ଦର୍ଶନ। 🙏✨ ରଙ୍ଗବେରଙ୍ଗର ସାଜସଜ୍ଜା, ସୁନ୍ଦର ପୂଜା ମଣ୍ଡପ ଓ ମା’ଙ୍କ ଦର୍ଶନର ଏହି ସୁନ୍ଦର ଝଲକ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ❤️ ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, ସାଙ୍ଗସାଥୀଙ୍କ ସହ Share କରନ୍ତୁ, Comment ରେ ଜୟ ମା’ ଦୁର୍ଗା ଲେଖନ୍ତୁ ଏବଂ ଆମ HONEY ODIA VLOG ଚ୍ୟାନେଲ୍‌କୁ Subscribe କରିବାକୁ ଭୁଲିବେନି। 🔔 🙏 ଜୟ ମା’ ଦୁର୍ଗା 🙏 ଆପଣ ସମସ୍ତଙ୍କ ଜୀବନରେ ମା’ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦିଅନ୍ତୁ। 🌺❤️ #HoneyOdiaVlog #BargarhDurgaMela2026 #ବରଗଡ଼ #ମାଦୁର୍ଗା #ଦୁର୍ଗାପୂଜା #ଦୁର୍ଗାମେଢ଼ #OdiaVlog #OdiaYouTuber #DurgaPuja #BargarhVlog #FestivalVlog