Перейти к содержимому

Odisha Best Street Food: ରାମୁ ଇଡ଼ଲି ୨୦ ଟଙ୍କାରେ | Ramu Idli Famous Tiffin ।। #thelocalbite #idli

The Local Bite

0:00 / 0:00

Odisha Best Street Food: ରାମୁ ଇଡ଼ଲି ୨୦ ଟଙ୍କାରେ | Ramu Idli Famous Tiffin ।। #thelocalbite #idli

7 997 просмотров · 8 дней назад
The Local Bite
32 подписчика
7 997 просмотров · 8 дней назад
ଜୟ ଜଗନ୍ନାଥ ଆପଣମାନଙ୍କୁ! 🙏 ଆଜିର ଭ୍ଲଗ୍‌ରେ ଆମେ ନେଇଆସିଛୁ ଓଡ଼ିଶାର ଏକ ପ୍ରସିଦ୍ଧ ଏବଂ ସ୍ୱାଦିଷ୍ଟ ଷ୍ଟ୍ରିଟ୍ ଫୁଡ୍ - "ରାମୁ ଇଡ଼ଲି"। ମାତ୍ର ୨୦ ଟଙ୍କାରେ ଗରମ ଗରମ ଇଡ଼ଲି ଚଟଣି ସହିତ ପେଟ ଫୁଲ୍! ରାମୁ ଭାଇଙ୍କ ଇଡ଼ଲି ଏତେ କମ୍ ଦାମ୍‌ରେ ଏତେ ସ୍ୱାଦିଷ୍ଟ ଖାଦ୍ୟର ରହସ୍ୟ। 📍 Location / ଠିକଣା: ଷ୍ଟେସନ ଛକ ବାଲେଶ୍ୱର ⏰ Timing / ସମୟ: ସକାଳ 7am ଠାରୁ 10am ପର୍ଯ୍ୟନ୍ତ ଭିଡିଓଟି ଭଲ ଲାଗିଲେ Like, Share, ଏବଂ Subscribe କରିବାକୁ ଭୁଲିବେ ନାହିଁ! 👍 #RamuIdli #OdiaFoodVlog #OdishaStreetFood #OdiaVlog #CheapStreetFood #OdiaTiffin #OdishaFood #StreetFoodIndia