Jisu Namara GunaGauthibi |NewOdiaChristian song| Aseema Panda|S.Jitu |Sundar Kumara|@samuelhouse-h5r
SAMUEL HOUSE
0:00 / 0:00
Jisu Namara GunaGauthibi |NewOdiaChristian song| Aseema Panda|S.Jitu |Sundar Kumara|@samuelhouse-h5r
19 998 просмотров · 1 месяц назад
SAMUEL HOUSE
2,99 тыс. подписчиков
19 998 просмотров · 1 месяц назад
Jisu Namara GunaGauthibi |New Odia Christian song| Aseema Panda |S.Jitu |Sundar Kumara |@samuelhouse
✝️✝️ “ମୁଁ ତୁମ୍ଭଠାରେ ଆନନ୍ଦ କରିବି ଓ ଉଲ୍ଲାସ କରିବି; ହେ ସର୍ବୋପରିସୁ, ମୁଁ ତୁମ୍ଭ ନାମର ପ୍ରଶଂସା ଗାନ କରିବି।”✝️✝️
(ଗୀତସଂହିତା 9:2 )
Praise the lord.... 🙏 🙏 ସର୍ବ ପ୍ରଥମେ ମୋର ପ୍ରଭୁ ଯୀଶୁଙ୍କ ✝️✝️ନାମରେ SAMUEL HOUSE CHANNEL ତରଫରୁ ଆନ୍ତରିକ ନମସ୍କାର 🙏🙏🙏 । ପ୍ରଭୁ ଯୀଶୁଙ୍କ ଗୌରବ ଉଦେଶ୍ଵରେ ନୂଆ ଏକ ସଙ୍ଗୀତ ପ୍ରସ୍ତୁତ କରାଯାଇଛି,ଯାହାକୁ ଆମୋ ସମସ୍ତଙ୍କର ଅତିପ୍ରିୟ Aseema Panda & S.Jitu ଅତିସୁନ୍ଦର ଭାବରେ ସ୍ୱର ଦେଇଛନ୍ତି । ଆପଣମାନଙ୍କର ପ୍ରାର୍ଥନା ଆଉ ଆଶୀର୍ବାଦ କାମନା କରୁ । Channel କୁ like share & subscribe କରି ଆମୋ ପାଇଁ ପ୍ରାର୍ଥନା କରନ୍ତୁ ଏବଂ କୌଣସି ତ୍ରୁଟି ଥିଲେ commet ମାଧ୍ୟମରେ ଜଣାନ୍ତୁ ଯୋଉଥିଥରେ ଆମେ ନୂଆ ବିଷୟମାନ ଶିଖିବା ସହିତ ପ୍ରଭୁଙ୍କ ଗୌରବ କରି ଆଗକୁ ବଢ଼ି ପାରିବା ।
Thank you
Samuel Sukamajhi
-------------------------------------------------
@AseemaPanda
@sjituofficial
@sundarkumar9668
@samuelhouse-h5r
✝️✝️ Lyrics 📖📖🎵🎵
---------------------
ଅ..... ଅ... ଅ......
ଅ..... ଅ.............(2times)
ଗାଇବି ମୁଁ ଗାଇବି ମୁଁ
ପ୍ରଶଂସା ର ଗୀତି
ଭଜିବି ମୁଁ ଭଜିବି ମୁଁ
ଯୀଶୁ ନାମ ନୀତି....(F 🚺)
ହୋ..ଗାଇବି ମୁଁ ଗାଇବି ମୁଁ
ପ୍ରଶଂସା ର ଗୀତି
ଭଜିବି ମୁଁ ଭଜିବି ମୁଁ
ଯୀଶୁ ନାମ ନୀତି....(M🧑🎤)
ଗୁଣ ଗାଉଥିବୀ ଗୁଣ ଗାଉଥିବି
ଯୀଶୁ ନାମର ମୁଁ ଗୁଣ ଗାଉଥିବି ..(F🚺)
ଗୁଣ ଗାଉଥିବୀ ଗୁଣ ଗାଉଥିବି
ଯୀଶୁ ନାମର ମୁଁ ଗୁଣ ଗାଉଥିବି ..(M🧑🎤)
ଗାଇବି ମୁଁ ଗାଇବି ମୁଁ
ପ୍ରଶଂସା ର ଗୀତି ......(F🚺)
ଭଜିବି ମୁଁ ଭଜିବି ମୁଁ
ଯୀଶୁ ନାମ ନୀତି....(M🧑🎤) .....=(0)=
ମରଣ ମୁଖରୁ ମୋତେ........
ଉଦ୍ଧାର କରନ୍ତି ମୋ ପ୍ରଭୂ
ଅସହାୟ ସମୟରେ...
ସାହାଯ୍ୟ କରନ୍ତି ମୋ ଯୀଶୁ .....(F🚺)
ହୋ..... ହୋ.... ହୋ......ହୋ
ମରଣ ମୁଖରୁ ମୋତେ....
ଉଦ୍ଧାର କରନ୍ତି ମୋ ପ୍ରଭୂ
ଅସହାୟ ସମୟରେ...
ସାହାଯ୍ୟ କରନ୍ତି ମୋ ପ୍ରଭୁ .....(M🧑🎤)
ମନପ୍ରାଣ ଦେବି ଯୀଶୁଙ୍କୁ
ଭଲପାଉଥିବି ଯୀଶୁଙ୍କୁ .........(F🚺)
ମନପ୍ରାଣ ଦେବି ଯୀଶୁଙ୍କୁ
ଭଲପାଉଥିବି ଯୀଶୁଙ୍କୁ ......(M🧑🎤)
ଗାଇବି ମୁଁ.........(F🚺)
ହୋ.... ହୋ...ଭଜିବି ମୁଁ.......... (M🧑🎤)....=(1)=
ସୟତାନ ଥରି ଯାଏ......
ତୁମୋ ନାମ ଶୁଣି ଯୀଶୁ
ଅନ୍ଧାର ଦୂରେଇ ଯାଏ
ଜୀବନ୍ତ ବାକ୍ୟ ରେ ପ୍ରଭୁ
ହା.....ହା .....ହା....ହା.....(F🚺)
ସୟତାନ ଥରି ଯାଏ......
ତୁମୋ ନାମ ଶୁଣି ଯୀଶୁ
ଅନ୍ଧାର ଦୂରେଇ ଯାଏ
ଜୀବନ୍ତ ବାକ୍ୟ ରେ ପ୍ରଭୁ .......(M🧑🎤)
ହୃଦୟର ରାଜା ମୋ ପ୍ରଭୁ .....(F🚺)
ଭୁଲି ପାରିବିନି ତୁମୋକୁ
ହୋ...ହୃଦୟର ରାଜା ମୋ ପ୍ରଭୁ .....(M🧑🎤)
ଭୁଲି ପାରିବିନି ତୁମୋକୁ
ଗାଇବି ମୁଁ..........(F🚺)
ଭଜିବି ମୁଁ.........(M🧑🎤)
ଗୁଣ ଗାଉଥିଵୀ.......(F🚺)
ଗୁଣ ଗାଉଥିବି........(M🧑🎤)
ଗାଇବି ମୁଁ ........(F🚺)
ଭଜିବି ମୁଁ........(M🧑🎤)....=(2)=
-----------THE END-------
---------------------------------------
🎵 SONG CREDIT --✝️
🎵Song - Jisu Namara Guna Gauthibi (ଯୀଶୁ ନାମର ଗୁଣ ଗାଉଥିବି)
🎙️Singer - Aseema Panda & S.Jitu
🎶 Lyrics & Music- Sundar Kumar
Arrangement - Smile Pani
Producer -Samuel Sukamajhi
Rec & Mix - Yas Studio,Cuttack
Editing - Rock Rambo
Thumbnail - Parsuram Sagaria
Special Thanks to - Simon Sukamajhi
------------------------
#jisunamaragunagauthibi
#aseemapanda
#sjitu
#samuelhouse
#aseema_panda_song
#aseemapandasongs
#aseema_panda_new_song
#odiachristian
#odiachristiansong
-------------------------------
Check out my other songs ..👇👇👇
Dhanyabad..
• DHHANYA BAAD || ଧନ୍ୟ ବାଦ୍ || NEW ODIA CHRI...
Mandata ..
• MANDATA | (ମନ୍ଦତା)|| NEW ODIA CHRISTIAN SO...
Janamile jisu Aaji ..
• JANAMILE JISU AAJI || ଜନମିଲେ ଯୀଶୁ ଆଜି || N...
Follow me on instagram 👇👇👇
https://www.instagram.com/samuel_suka...
--------------------------------
⚠️!!* ANTY- PIRACY WORNING *!!⚠️
This content is copyright to SAMUEL HOUSE YouTube Channel. Any unauthorized reproduction, redistribution upload audio or Dance video on this song is strictly prohibited. Legal action will be taken & we will give strike against those who violate the copyright of the following material presented.