Перейти к содержимому

'ମୋ ଦରମା 14ହଜାର' || 13,000 Junior Teachers Protest in Bhubaneswar! || Odisha Reporter

Odisha Reporter

0:00 / 0:00

'ମୋ ଦରମା 14ହଜାର' || 13,000 Junior Teachers Protest in Bhubaneswar! || Odisha Reporter

72 412 просмотров · 2 дня назад
Odisha Reporter
2,98 млн подписчиков
72 412 просмотров · 2 дня назад
ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ। ଭୁବନେଶ୍ବର ଲୋୟର ପିଏମଜିରେ କନିଷ୍ଠ ଶିକ୍ଷକଙ୍କ ଗର୍ଜନ। ଚାକିରି ନିୟମିତ ଦାବିରେ ୧୩ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣା ଦେଇଛନ୍ତି। ସରକାରଙ୍କ ବିଜ୍ଞପ୍ତି ସତ୍ତ୍ବେ ଚାକିରି ନିୟମିତ ହେଉ ନଥିବା ଅଭିଯୋଗ ହୋଇଛି। ଗୋଟିଏ ମାତ୍ର ଦାବି ନେଇ ଧାରଣା ଦେଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । #TeacherProtest_Odisha #JuniorTeachers_Odisha #JobRegularisation #LowerPMG_Bhubaneswar #TeachersProtest #OdishaEducation #TeacherDemand Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter