Перейти к содержимому

ତଳି ଅଣ୍ଟା ବା ହିପ୍‌ରେ ଯନ୍ତ୍ରଣା ହେଉଛି କି? | Hip Pain in Odia | Causes & Treatment | Dr Devasis Sarangi

Swasthya Plus Odia

0:00 / 0:00

ତଳି ଅଣ୍ଟା ବା ହିପ୍‌ରେ ଯନ୍ତ୍ରଣା ହେଉଛି କି? | Hip Pain in Odia | Causes & Treatment | Dr Devasis Sarangi

8 187 просмотров · 2 года назад
Swasthya Plus Odia
806 тыс. подписчиков
8 187 просмотров · 2 года назад
#HipPain #OdiaHealthTips ସାଧାରଣତଃ ହିପ୍‌ ପେନ୍‌ ଆର୍ଥ୍ରାଇଟିସ୍‌, ଭୁଲଶୈଳୀରେ ଶୋଇବା ବା ଆଘାତଲାଗିବା କାରଣରୁ ହୋଇପାରେ।କେତେକ କ୍ଷେତ୍ରରେ ସର୍ଜରୀର ମଧ୍ୟ ଆବଶ୍ୟକତା ପଡ଼ିଥାଏ। ଆସନ୍ତୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦେବାଶିଷ ଷଡ଼ଙ୍ଗୀଙ୍କ ଠାରୁ ଜାଣିବା। ଏହି ଭିଡିଓରେ ରହିଛି, ହିପ୍‌ ପେନ୍‌ କାହିଁକି ହୁଏ? (0:00) କାହାକୁ ହେବାର ଆଶଙ୍କା ଅଧିକ? (2:19) ହିପ୍‌ ପେନ୍‌ର ପରୀକ୍ଷା (4:12) ହିପ୍‌ ପେନ୍‌ର ଚିକିତ୍ସା (4:58) ହିପ୍‌ ରିପ୍ଲେସ୍‌ମେଣ୍ଟ ପରେ ଜୀବନଶୈଳୀ (8:07) ହିପ୍‌ ପେନ୍‌ ସମସ୍ୟାକୁ ରୋକିବେ କିପରି? (9:56) Hip Pain is a physical discomfort in the hip, which varies from mild to severe. Hip pain may be caused by problems in the bones or cartilage of your hip. Symptoms often include discomfort during movement, stiffness, and reduced range of motion. How to Treat Hip Pain? Let's know from Dr Devasis Sarangi, an Orthopaedic Surgeon. In this Video, What Causes Hip Pain? in Odia (0:00) Who is at risk of developing Hip Pain? in Odia (2:19) Diagnosis of Hip Pain, in Odia (4:12) Treatment of Hip Pain, in Odia (4:58) Lifestyle Changes for Post Hip Replacement, in Odia (8:07) Prevention of Hip Pain, in Odia (9:56) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@swasthyaplus.com Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!