😋 ପନିର ବିରିୟାନି Recipe | Paneer Biryani in Odia | ଘରେ ବନାନ୍ତୁ ସ୍ୱାଦିଷ୍ଟ ପନିର ବିରିୟାନି 🍚
Sachi & Madhu
0:00 / 0:00
😋 ପନିର ବିରିୟାନି Recipe | Paneer Biryani in Odia | ଘରେ ବନାନ୍ତୁ ସ୍ୱାଦିଷ୍ଟ ପନିର ବିରିୟାନି 🍚
34 просмотра · 1 дн. назад
Sachi & Madhu
82 подписчика
34 просмотра · 1 дн. назад
ନମସ୍କାର 🙏❤️
ଆଜି ଆମେ ତିଆରି କରିଛୁ ବହୁତ ସ୍ୱାଦିଷ୍ଟ ଓ ମଜାଦାର ପନିର ବିରିୟାନି (Paneer Biryani) 😋🍚
ଘରେ ସହଜ ଉପାୟରେ କିପରି ମଜାଦାର Paneer Biryani ବନାଇବେ, ତାହା ଏହି ଭିଡିଓରେ ଦେଖନ୍ତୁ।
ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, Share କରନ୍ତୁ ଏବଂ ଆମ Channel କୁ Subscribe କରିବାକୁ ଭୁଲିବେ ନାହିଁ। ❤️
ଆପଣଙ୍କୁ Paneer Biryani କେମିତି ଲାଗିଲା, Comment କରି ଜଣାନ୍ତୁ।
ଧନ୍ୟବାଦ 🙏
#PaneerBiryani #ପନିରବିରିୟାନି #OdiaCooking #OdiaRecipe #PaneerRecipe #BiryaniRecipe #OdiaFood #HomemadeFood #CookingVlog