ତୁ ଚାହିଁଲେ ଥମିଯିବ ଝଡ଼ ତୋଫାନ 🙏 | ଓଡ଼ିଆ ଜଗନ୍ନାଥ ଭଜନ | ଗୀତିକାର: ଦିବାକର ନାୟକ | Dibakar Nayak Music
Dibakar Nayak Music
0:00 / 0:00
ତୁ ଚାହିଁଲେ ଥମିଯିବ ଝଡ଼ ତୋଫାନ 🙏 | ଓଡ଼ିଆ ଜଗନ୍ନାଥ ଭଜନ | ଗୀତିକାର: ଦିବାକର ନାୟକ | Dibakar Nayak Music
52 просмотра · 22 часа назад
Dibakar Nayak Music
961 подписчик
52 просмотра · 22 часа назад
ତୁ ଚାହିଁଲେ ଥମିଯିବ ଝଡ଼ ତୋଫାନ 🙏 ହେ କଳା ଠାକୁର | ଓଡ଼ିଆ ଜଗନ୍ନାଥ ଭଜନ | Dibakar Nayak Music
🙏 Short Description:
ପ୍ରବଳ ବାତ୍ୟା ଓ ଝଡ଼ ତୋଫାନ ମଧ୍ୟରେ ହେ କଳା ଠାକୁର, ତୁମେ ହିଁ ଆମ ସମସ୍ତଙ୍କର ଭରସା। ମହାବାହୁ ଜଗନ୍ନାଥଙ୍କ ଚରଣରେ ଏହି ଭକ୍ତିପୂର୍ଣ୍ଣ ପ୍ରାର୍ଥନା। 🙏🚩
🎶 ଗୀତର ଶୀର୍ଷକ: ତୁ ଚାହିଁଲେ ଥମିଯିବ ଝଡ଼ ତୋଫାନ
✍️ ଗୀତିକାର: ଦିବାକର ନାୟକ (Dibakar Nayak)
🎼 Presented by: Dibakar Nayak Music
🎤 Vocal, Music & Video: Advanced AI
[Verse 1 - Sthayi]
ଆକାଶରେ କଳାମେଘ
ସାଇଁ ସାଇଁ ପବନ
ପ୍ରବଳ ଲଘୁଚାପକୁ
ଡରୁଥିଲା ଏ ମନ ।
[Verse]
ଆକାଶରେ କଳାମେଘ
ସାଇଁ ସାଇଁ ପବନ
ପ୍ରବଳ ଲଘୁଚାପକୁ
ଡରୁଥିଲା ଏ ମନ ।
[Chorus / Hook]
(ହେଲେ କଳା ଠାକୁର
ଭରସା ତୁ ସଭିଙ୍କର
ହେଲେ କଳା ଠାକୁର
ଭରସା ତୁ ସଭିଙ୍କର
[Verse]
ତୁ ଚାହିଁଲେ ଥମିଯିବ ଏଇ ଝଡ଼ ତୋଫାନ
ସାହା ଚକା ନୟନ
ସାହା ଚକା ନୟନ।
[Verse 2 - Antara 1]
ବାତ୍ୟାର ପ୍ରଳୟ ନୃତ୍ୟ
ସମୁଦ୍ରର ଗର୍ଜନ
ଭୟରେ ଥରୁଛି ଛାତି
ବଢେ ହୃଦୟ ସ୍ପନ୍ଦନ।
[Verse]
ଘର ଦ୍ବାର ଭାଙ୍ଗିଯିବ
ପଡ଼ିଯିବ ପାଚେରୀ
ଗଛଲତା ଉଡିଯିବ
ଆସିଯିବ ଲହରୀ।
[Verse]
ବାତ୍ୟାର ପ୍ରଳୟ ନୃତ୍ୟ
ସମୁଦ୍ରର ଗର୍ଜନ,
ଭୟରେ ଥରୁଛି ଛାତି
ବଢେ ହୃଦୟ ସ୍ପନ୍ଦନ।
[Verse]
ଘର ଦ୍ବାର ଭାଙ୍ଗିଯିବ
ପଡ଼ିଯିବ ପାଚେରୀ
ଗଛଲତା ଉଡିଯିବ
ଆସିଯିବ ଲହରୀ।
[Bridge / Pre-Chorus]
ମହାବାହୁ ଜଗନ୍ନାଥ
ଟେକିଦେଲୁ ଆମେ ହାତ
ମହାବାହୁ ଜଗନ୍ନାଥ
ଟେକିଦେଲୁ ଆମେ ହାତ ।
[Verse]
ତୋ ପାଦେ ଆଶ୍ରୟ ନେଲୁ
କରିବନି ବର୍ଜନ ;
ସାହା ଚକା ନୟନ
ସାହା ଚକା ନୟନ।।
[Verse 3 - Antara 2]
କାଳିଆ ସାଆନ୍ତ ମୋର
ଟାଳିନେବୁ ବିପଦ
ତୋ ଆଶିଷ ଆମ ପାଇଁ
ମୂଲ୍ୟବାନ ସମ୍ପଦ ।
[Verse]
ଅଦେଖା ଚରଣେ ତୋର
ନେଲୁ ଆମେ ଶରଣ
ତୁ ଆମକୁ ରକ୍ଷା କଲେ
ନ ଛୁଇଁବ ମରଣ।
[Verse]
କାଳିଆ ସାଆନ୍ତ ମୋର
ଟାଳିନେବୁ ବିପଦ
ତୋ ଆଶିଷ ଆମ ପାଇଁ
ମୂଲ୍ୟବାନ ସମ୍ପଦ ।
[Verse]
ଅଦେଖା ଚରଣେ ତୋର
ନେଲୁ ଆମେ ଶରଣ
ତୁ ଆମକୁ ରକ୍ଷା କଲେ
ନ ଛୁଇଁବ ମରଣ।
[Sub-Verse]
ଜଳ ବହୁଳେ ବି ନାଶ
ରଖ ବାରେ ଜଗଦୀଶ..
ଜଳ ବହୁଳେ ବି ନାଶ
ରଖ ବାରେ ଜଗଦୀଶ ;
ତୋ ଆଶିଷେ ନଅ ହେଉ କାହାର ବି ଉଛନ।
[Outro / Final Chorus]
ହେଲେ କଳା ଠାକୁର
ଭରସା ତୁ ସଭିଙ୍କର ।
ହେଲେ କଳା ଠାକୁର
ଭରସା ତୁ ସଭିଙ୍କର ।
[Verse]
ତୁ ଚାହିଁଲେ ଥମିଯିବ ଏଇ ଝଡ଼ ତୋଫାନ
ତୁ ଚାହିଁଲେ ଥମିଯିବ ଏଇ ଝଡ଼ ତୋଫାନ
ସାହା ଚକା ନୟନ
ସାହା ଚକା ନୟନ
ସାହା ଚକା ନୟନ ।।©®
❤️ ଭଜନଟି ଭଲ ଲାଗିଲେ Like 👍 କରନ୍ତୁ, ମତାମତ Comment 💬 ରେ ଜଣାନ୍ତୁ, ପରିବାର ଓ ବନ୍ଧୁମାନଙ୍କ ସହ Share କରନ୍ତୁ ଏବଂ ଏମିତି ଓଡ଼ିଆ ଭକ୍ତିଗୀତ ପାଇଁ Dibakar Nayak Music ଚ୍ୟାନେଲକୁ Subscribe କରି Bell 🔔 ବଜାନ୍ତୁ।
🙏 ଜୟ ଜଗନ୍ନାଥ! ଜୟ ମହାବାହୁ!
#TuChahinleThamijibaJhadaTofan #OdiaBhajan #JagannathBhajan #JaiJagannath #KalaThakura #OdiaDevotionalSong #OdiaBhaktiSong #DibakarNayak #DibakarNayakMusic #Jagannath#trending #odisha #viral #cyclonemontha #cyclone#bhubaneswar #trendingreels #viralreels #reelitfeelit #explorepage
#CycloneArnab #CycloneUpdate #StormImpact #WeatherUpdate #HeavyRain #StrongWinds
©️ Copyright Notice:
©️® 2026 DIBAKAR NAYAK MUSIC. All rights reserved.
Lyrics by Dibakar Nayak. Unauthorized copying, reproduction, re-uploading, distribution, or commercial use of this content without prior permission is prohibited.