Перейти к содержимому

KARIDIA PRABHU DHANYA | BHABAPURNA ODIA BHAJAN | LYRICIST: CHANDRA BHANU SAMAL

Dibakar Nayak Music

0:00 / 0:00

KARIDIA PRABHU DHANYA | BHABAPURNA ODIA BHAJAN | LYRICIST: CHANDRA BHANU SAMAL

3 242 просмотра · 4 недели назад
Dibakar Nayak Music
961 подписчик
3 242 просмотра · 4 недели назад
🎵 YouTube Title କରିଦିଅ ପ୍ରଭୁ ଧନ୍ୟ | Odia Devotional Song | Lyricist : Chandra Bhanu Samal | Dibakar Nayak Music 📝 Short Description ଶ୍ରୀକୃଷ୍ଣ ମୁରାରିଙ୍କ ଚରଣରେ ଜଣେ ଭକ୍ତର ଆର୍ତ୍ତ ନିବେଦନ—ମଣିଷ ଜୀବନର ଦୁଃଖ, ଦହନ, ଅନୀତି ଓ ଅଧର୍ମରୁ ମୁକ୍ତି ପାଇଁ ପ୍ରଭୁଙ୍କ କୃପା ଓ ଆଶୀର୍ବାଦର ପ୍ରାର୍ଥନା। 🙏 ଶୁଣନ୍ତୁ, ଭଲ ଲାଗିଲେ Like କରନ୍ତୁ 💬 ଆପଣଙ୍କ ମତାମତ Comment ରେ ଜଣାନ୍ତୁ 🔄 ପରିବାର ଓ ବନ୍ଧୁମାନଙ୍କ ସହ Share କରନ୍ତୁ 🔔 Dibakar Nayak Musicକୁ Subscribe କରି ନୂଆ ଓଡ଼ିଆ ଗୀତ ପାଇଁ ସାଥୀ ହୁଅନ୍ତୁ। 🎵 Lyricist: Chandra Bhanu Samal 🎤 Vocal: AI (Artificial Intelligence) 🎶 Music: AI (Artificial Intelligence) 📽️ Edit &Mix:H N 📺 Published by: Dibakar Nayak Music ଦେଇଛ ହେ ମୋତେ ଶ୍ରୀକୃଷ୍ଣ ମୁରାରି ଏ ଦୁର୍ଲଭ ମଣିଷ ଜୀବନ ହେଲେ ସହି ହେଉନାହିଁ ରହି ହେଉନାହିଁ ଏଠି ଏମିତି ଅସହ ଦହନ ।।୦।। ଜଗନ୍ନାଥ ରୂପେ ମଉନେ ବସିଛ ଶ୍ରୀମନ୍ଦିରେ ସିଂହାସନେ ପାପ-ଭାର ଏଠି ନାଶ କରିବାକୁ କଳ୍କୀ ରୂପ ନିଅ ଦିନେ । ମଣିଷ ଜନମ ଦେଲ ସିନା ଏଠି ଅଭାବ ମଣିଷ ଗୁଣ ଚଉଦିଗେ ଆଜି ଅନୀତି ଅଧର୍ମ କର ଏଥୁ ଉଦ୍ଧାରଣ । ଦୁନିଆଁର ଛଳ ନାର ଚକ୍ରବ୍ୟୁହେ ଅଣନିଃଶ୍ବାସୀ ମୋ ପ୍ରାଣ... ହେଲେ ସହି ହେଉନାହିଁ ରହି ହେଉନାହିଁ ଏଠି ଏମିତି ଅସହ ଦହନ ।।୧।। କେତେଯେ ଏକାକୀ ଲଢ଼ି ବି ଏମିତି ଦୁରୁବଳ ତନୁମନ ମୁଁଉଁ ହାରିବାରେ ତୁମେ ଯଦି ଖୁସି ତୁମ ଇଚ୍ଛା ହେଉ ପୂର୍ଣ୍ଣ । ଲୀଳାମୟ ତୁମେ ଧର୍ମ ରକ୍ଷା ପାଇଁ କରିଅଛ ଲୀଳା କେତେ ଆଜି ଏ ଜଗତେ ଶାନ୍ତି ପ୍ରୀତି ଭରି ରକ୍ଷା କର ନିଜ ମତେ । ତବ କୃପାବଳେ ଏ ଚନ୍ଦ୍ରଭାନୁକୁ କରିଦିଅ ପ୍ରଭୁ ଧନ୍ୟ... ଦେଇଛ ହେ ମୋତେ ଶ୍ରୀକୃଷ୍ଣ ମୁରାରି ଏ ଦୁର୍ଲଭ ମଣିଷ ଜୀବନ ହେଲେ- ସହି ହେଉନାହିଁ ରହି ହେଉନାହିଁ ଏଠି ଏମିତି ଅସହ ଦହନ ।।୨।।©® 🔥 Trending Hashtags #କରିଦିଅପ୍ରଭୁଧନ୍ୟ #OdiaDevotionalSong #OdiaBhajan #KrishnaBhajan #ShreeKrishna #Jagannath #OdiaBhajan2026 #OdiaDevotional #KrishnaSong #DibakarNayakMusic #OdiaSong #OdiaMusic #BhaktiSong #JagannathBhajan #OdiaNewSong ©️ Copyright / Disclaimer ©® 2026 Dibakar Nayak Music. All Rights Reserved. Dibakar Nayak Music is a publishing platform for original musical works. The original lyricist credit must remain with the respective lyricist. Each lyricist is responsible for the originality, authorship and content of their own lyrics. Dibakar Nayak Music assumes responsibility only for the lyrics/contributions authored by Dibakar Nayak. Unauthorized copying, reproduction, re-uploading or redistribution of this song/video is prohibited. For permission/licensing requests, please contact Dibakar Nayak Music.