Перейти к содержимому

ରମାଦେବୀ ଜିତିଲେ ବି ଇପ୍ସିତାଙ୍କ BCJD ନେତୃତ୍ୱ ଦୁର୍ବଳ ଅଛି ! RD University winning in controversy.

Pratidin TV

0:00 / 0:00

ରମାଦେବୀ ଜିତିଲେ ବି ଇପ୍ସିତାଙ୍କ BCJD ନେତୃତ୍ୱ ଦୁର୍ବଳ ଅଛି ! RD University winning in controversy.

6 787 просмотров · 8 ч назад
Pratidin TV
1,77 млн подписчиков
6 787 просмотров · 8 ч назад
ରମାଦେବୀ ଜିତିଲେ ବି ଇପ୍ସିତାଙ୍କ BCJD ନେତୃତ୍ୱ ଦୁର୍ବଳ ଅଛି ! ଇପ୍ସିତା ପାଇଁ ରମାଦେବୀରେ BCJD ଜିତିଲା । କ୍ୟାମ୍ପସ ନିର୍ବାଚନ ସ୍ପଷ୍ଟ କରିଲା କି genz ବିଜେପି ସହିତ ଅଛନ୍ତି । ୮୦% ଏବିଭିପି ଜିତିଛନ୍ତି ଯାହା ଦର୍ଶାଉଛି ଆଗାମୀ ନିର୍ବାଚନର ବିଜେପିର ପ୍ରଭାବ ଅଧିକ ରହିବ । ରମାଦେବୀ କଲେଜରେ ହାଇ ଡ୍ରାମା କରାଗଲା ଯାହା ଦୃଷ୍ଟି ଆକର୍ଷଣକୁ ଆଣିଲା । ଇପ୍ସିତା କେବଳ ରମାଦେବୀ କୁ ଲକ୍ଷ୍ୟ କରିଲେ ,ସେଥିପାଇଁ ଅଲଗା ଜାଗାରେ ପରାସ୍ତ ହୋଇଛି BCJD । ଭୋଟ ରେଗିଙ୍ଗ ହୋଇଥିବାର ସମ୍ଭାବନା ରହିଛି ,ଯାହା ପାଇଁ ରମାଦେବୀ ରେ ଫଳାଫଳ ବିଳମ୍ବ ହୋଇଛି। ବିଜେଡି ସାବଧାନ ହୋଇଯାଆନ୍ତୁ , ଓଡ଼ିଶାର genz ଏବେ ବିଜେପି ସାଥିରେ ଅଛନ୍ତି । ଛାତ୍ର ସଂସଦ ନିର୍ବାଚନ ଆଗାମୀ ପଞ୍ଚାୟତ ନିର୍ବାଚନରେ ବହୁତ୍ ପ୍ରଭାବ ପକାଇବ । RD University winning in controversy. #RamaDeviUniversity #RDWUniversity #CampusElectionControversy #StudentUnionElections #IpsitaSahu #BCJD Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha