Перейти к содержимому

JISHUR LAGI TUI BANCHITHA || HUMAN SAGAR || STUDIO VERSION FULL VIDEO || SAMBALPURI CHRISTIAN SONG

WT Christian Music

0:00 / 0:00

JISHUR LAGI TUI BANCHITHA || HUMAN SAGAR || STUDIO VERSION FULL VIDEO || SAMBALPURI CHRISTIAN SONG

206 773 просмотра · 4 месяца назад
WT Christian Music
23,2 тыс. подписчиков
206 773 просмотра · 4 месяца назад
🙏 Praise the Lord to all! *ହ୍ୟୁମାନ ସାଗର*… ଏହା କେବଳ ଗୋଟେ ନାମ ନୁହେଁ, ଏହା ଆମ ସମସ୍ତଙ୍କର ଭାବନା। 💔🎶 ତାଙ୍କର ସେଇ ଅମୂଲ୍ୟ କଣ୍ଠସ୍ୱର ଆଜି ଶାନ୍ତ ହୋଇଯାଇଥିଲେ ମଧ୍ୟ, ସେ ଗାଇଥିବା ଅସଂଖ୍ୟ ଖ୍ରୀଷ୍ଟିୟ ଗୀତ ଆଜି ମଧ୍ୟ ଆମ ହୃଦୟରେ ଜୀବନ୍ତ ଅଛି। ଏକ ଫ୍ୟାନ୍ ଭାବେ, ଆମ ହୃଦୟରେ ଦୁଃଖ ଓ କୃତଜ୍ଞତା ଉଭୟ ରହିଅଛି.. ଦୁଃଖ ଯେ ଆମେ ତାଙ୍କୁ ହରାଇଦେଲୁ, ଏବଂ କୃତଜ୍ଞତା ଯେ ସେ ଆମକୁ WT Christian Music ମାଧ୍ୟମରେ ଏକ ସୁନ୍ଦର ସ୍ମୃତି ଦେଇଗଲେ। ସେହି ସ୍ମୃତି “JISHUR LAGI TUI BANCHITHA” ଗୀତ ମାଧ୍ୟମରେ..... ଏହା କେବଳ ଗୋଟେ ଗୀତ ନୁହେଁ ଏହା ହେବ ତାଙ୍କୁ ଶେଷ ଥର ପାଇଁ ଦେଖିବାର ଏକ ଅନୁଭୂତି… ଏକ ସ୍ମୃତି… ଏକ ଶ୍ରଦ୍ଧାଞ୍ଜଳି… ଯାହା ଦେଖି ପ୍ରତ୍ୟେକ ଫ୍ୟାନ୍ ମନେ କରିବେ— ହ୍ୟୁମାନେ ସାଗର ଆଜି ମଧ୍ୟ ଆମ ହୃଦୟରେ ସଦାପାଇଁ ଜୀବନ୍ତ ଅଛନ୍ତି… ❤️ “ତେଣୁ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଆଜି ଉକ୍ତ ଗୀତର Studio Version ଆମ YouTube Channel WT Christian Music ରେ ମୁକ୍ତିଲାଭ କରାଯାଇଅଛି 🎶 ଏହି Studio Version କୁ ମଧ୍ୟ ନିଶ୍ଚୟ ଦେଖନ୍ତୁ ଓ ଆପଣମାନଙ୍କର ଭଲପାଇବା ❤️ Like, Share ଓ Comment ମାଧ୍ୟମରେ ପ୍ରଦାନ କରି ଆମକୁ ଉତ୍ସାହିତ କରନ୍ତୁ 🙏 ଇ ଜୀବନଟା ପ୍ରଭୁ ଦେଲାର ଦାନ୍ ବେକାର ରେ ନେଇ ହରା ସତେ ଧନରେ ତୁଇ ସୁନିଯା ଧନରେ ତୁଇ ମାନିଯା ତୁଇ ଯେନେ ରହିଥା ତୁଇ ଯାଏଟା କରୁଥା ଯୀଶୁର ଲାଗି ତୁଇ ବଞ୍ଚିଥା.......=0= ଯେନ ଭାବରେ ତୁଇ ପାଇଲୁ ଯୀଶୁକେ ସେ ଭାବେ କହିଯା ତୁଇ ସବୁକେ ଯେତେଦିନ ବଞ୍ଚବୁ ତୁଇ ଇ ସଂସାରେ ସେ ପ୍ରେମର ବାରତା ବାଟି ଯାରେ =1= ଆମର ଜୀବନ ପାନିର ଫୁଟକା ସମାନ ଆଜ ଅଛେ କାଲି ନାହିଁ ଇ ଜୀବନ ଇଥିର ଲାଗି ପ୍ରଭୁକେ ଦେ ସମୀୟା ପ୍ରୂଭୁରନେ ଜିତମା ଆମେ ଇ ଦୁନିଆ =2= SONG CREDIT .......................... 🎵 Song: JISHUR LAGI TUI BANCHITHA 🎤 Singer: Late Human Sagar ✍ Lyrics & Composition: Donton Raulo 🎶 Music Arrangement: Bapi Samal 🎬 Producer: Hemanth Neelapu 📸 Camera & Edit: Digital Crew 🎧 Recording: MRR Studio, Cuttack 🖼 Thumbnail: The Edit Hub, BBSR #odiachristiansong #sambalpurichristiansong #humansagar #jishurlagituibanchitha #newodiachristiansong #wtchristianmusic #newsambalpurisong #odiachristiancoversong #latestchristiandevotionalsongs #latestodiachristiansongs #trendingvideo #odiasong 🙌 SUPPORT US If you love Odia Christian songs, 👉 Subscribe to WT Christian Music 👉 Like, Comment & Share to spread the Word of God through music 🎶 Stay tuned for more New Odia Christian Dance Songs 2025 Glory to Jesus Christ! ✝ ⚠ ANTI-PIRACY WARNING This content is copyright of WT Christian Music. Any unauthorized reproduction, redistribution, or reupload is strictly prohibited. Legal action will be taken against copyright violators.