ରେଚନ (Excretion) ONE SHOT 🔥 | 10th Class Science | ଗୋଟିଏ ଭିଡିଓରେ ପୂରା ଚାପ୍ଟର୍ CLEAR 💯
DB education
0:00 / 0:00
ରେଚନ (Excretion) ONE SHOT 🔥 | 10th Class Science | ଗୋଟିଏ ଭିଡିଓରେ ପୂରା ଚାପ୍ଟର୍ CLEAR 💯
34 просмотра · Трансляция закончилась 13 дн. назад
DB education
366 подписчиков
34 просмотра · Трансляция закончилась 13 дн. назад
ପ୍ରିୟ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ, ଏହି ଭିଡିଓରେ ଆମେ ବିଜ୍ଞାନ ବିଷୟର ରେଚନ (Excretion) ଅଧ୍ୟାୟକୁ ସରଳ ଓ ସହଜ ଓଡ଼ିଆ ଭାଷାରେ ପଢ଼ିବା। ଗୋଟିଏ ଭିଡିଓରେ ଅଧ୍ୟାୟର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ବୁଝିବା ସହିତ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବା।
ଆମ teligram ଚ୍ୟାନେଲରେ join କରନ୍ତୁ:
🔗 Telegram Link: https://t.me/dbeducation10
🔗 WhatsApp Group: https://chat.whatsapp.com/L6wP8Vc9ZRE...
📚 ଏହି କ୍ଲାସ୍ରେ କଣ ଶିଖିବେ?
✅ ରେଚନ କ'ଣ ଏବଂ ଏହାର ଗୁରୁତ୍ୱ
✅ ମଣିଷର ରେଚନ ତନ୍ତ୍ର
✅ ବୃକ୍କ (Kidney) ଓ ନେଫ୍ରନ୍ର କାର୍ଯ୍ୟ
✅ ମୂତ୍ର ଗଠନ ପ୍ରକ୍ରିୟା
✅ ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନୋତ୍ତର
🎯 ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରନ୍ତୁ।
❤️ ଭିଡିଓଟି ଭଲ ଲାଗିଲେ LIKE କରନ୍ତୁ, ସାଙ୍ଗମାନଙ୍କ ସହ SHARE କରନ୍ତୁ ଏବଂ ଏହିପରି ଶିକ୍ଷାମୂଳକ ଭିଡିଓ ପାଇଁ DB EDUCATION ଚ୍ୟାନେଲକୁ SUBSCRIBE କରନ୍ତୁ।
💪 ଆସ ଏବେଠୁ ପ୍ରତିଜ୍ଞା ନେବା — ପାଠ ପଢ଼ିବା, ଭଲ ନମ୍ବର ରଖିବା!
🔥 Hashtags
#ରେଚନ #Excretion #10thClass #Class10Science #OdiaEducation #OneShotClass #BSEOdisha #MatricExam2027 #ScienceInOdia #OdishaBoard #DBEducation #OdiaMedium #BoardExamPreparation #ଓଡ଼ିଆଶିକ୍ଷା #ଆସଏବେଠୁପ୍ରତିଜ୍ଞାନେବା