Перейти к содержимому

Golden Jubilee// ସ୍ବର୍ଣ୍ଣ ଜୟନ୍ତୀ//NEW CHRISTIAN SONG//ANANYA & FR. RAJIB//RAJIB SINGH

Rajib Singh

0:00 / 0:00

Golden Jubilee// ସ୍ବର୍ଣ୍ଣ ଜୟନ୍ତୀ//NEW CHRISTIAN SONG//ANANYA & FR. RAJIB//RAJIB SINGH

81 276 просмотров · 1 г. назад
Rajib Singh
5,37 тыс. подписчиков
81 276 просмотров · 1 г. назад
Leviticus 25:10 Consecrate the fiftieth year and proclaim liberty throughout the land to all its inhabitants. It shall be a jubilee for you, each of you is to return. 💐💐 Sing and Praise the Lord 💐💐 ମହା ଧର୍ମପ୍ରଦେଶ କଟକ-ଭୁବନେଶ୍ୱରର ସ୍ବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦ. ସଦା ପ୍ରଭୁଙ୍କ ଗୌରବ ମହିମା ଉଦେଶ୍ୟରେ ଗୀତଟି ବାସ୍ତବରେ ଭାବପୁର୍ଣ ହୋଇଛି 1 ଈଶ୍ୱରଙ୍କ ଗୌରବ ନିମନ୍ତେ ଦୀର୍ଘ ପଚାଷ ବର୍ଷ ସଦାପ୍ରଭୁ ଆମ ଉପରେ ସଦୟ ଦୃଷ୍ଟିପାତ କରିଛନ୍ତି। ଆପଣମାନେ ଏହି ସଂଗୀତ ଦ୍ୱାର ପ୍ରଭୁଙ୍କର ଗୌରବ କରନ୍ତୁ ଆଶା କରୁଛୁ ଉକ୍ତ ଭକ୍ତି ଗୀତ ଅନେକଙ୍କ ମନ, ପ୍ରାଣ ଓ ଆତ୍ମିକ ଜୀବନର ଅନୁଗ୍ରହ ବୃଦ୍ଧି ନିମନ୍ତେ ସହାୟକ ହେବ। 💐💐 FULL LYRICS 💐💐 ଆସିଛି ଆଜି ଜୁବିଲି ବରଷ କଟକ ଭୁବନେଶ୍ୱର ଧର୍ମପ୍ରଦେଶର ସୁବର୍ଣ୍ଣ ଜୟନ୍ତୀ ବିଶ୍ୱାସର ସ୍ମୁତି ବିଶ୍ୱାସର ସ୍ମୁତି ସୁବର୍ଣ୍ଣ ଜୟନ୍ତୀ ଆନ୍ଦନ ବିଭୋରେ ଭକତି ଅନ୍ତରେ-2 ଗାଇବା ପ୍ରଭୁଙ୍କ ଜୟଗିତି ସ୍ତୁତି ଧନ୍ୟବାଦ ଗୌରବ କୀର୍ତ୍ତି Jubilee Jubilee Golden Jubilee-2 ।. ପରମ ମହା ମହିମ ପରାତ୍ପର ପରମେଶ୍ୱର ପରମ ପୂଜ୍ୟ ଆରାଧ୍ୟ ଦିବ୍ୟ କୃପାର ସାନିଧ୍ୟ ଅଖଣ୍ଡ ଅତୁଳ ପ୍ରେମ ତାଙ୍କର ନାହିଁ ପଟ୍ଟାନ୍ତର ଅସୀମ ବିଶାଳ ହୃଦ କରୁଣାରେ ଭରପୁର ଆନନ୍ଦ ବିଭୋରେ ଭକତି ଅନ୍ତରେ -2 ଗାଇବା ପ୍ରଭୁଙ୍କ ଜୟଗିତି ସ୍ତୁତି ଧନ୍ୟବାଦ ଗୌରବ କିର୍ତ୍ତି Jubilee Jubilee Golden Jubilee-2 2. ଆମ ମହାଧର୍ମ ପ୍ରଦେଶ କଟକ ଭୁବନେଶ୍ୱର କାଟିଛି ପଚାଶ ବର୍ଷ ବିଶ୍ବସରେ ନିରନ୍ତର ତ୍ୟାଗ ବଳିଦାନ ପାଇଁ ସାରା ସଂସାରରେ ସାର ଦୁଃଖ ତାଡ଼ନାକୁ ସହି ବିଶ୍ୱାସରେ ଅଗ୍ରସର ଆଗେଇ ଚାଲିଛି ଯୀଶୁଙ୍କ ପଥରେ -2 କୃଶକୁ କରି ଅତି ଆପଣାର -2 Jubilee Jubilee Golden Jubilee- 2 💐💐SONG CREDIT 💐💐💐 💐 SONG : ସ୍ବର୍ଣ୍ଣ ଜୟନ୍ତୀ ( Golden Jubilee) 💐 Singers : Ananya & Fr. Rajib Singh 💐 Lyrics & Music : Fr. Jugal & Fr. Rajib 💐 Music Arrangement : Bapi Samal 💐DOP/ Edit : Ambram Ganta (Bapi) 💐Thumbnail : Sangram Parichha 💐Record & Mixing : MRR STUDIO CUTTACK 💐Special thanks to His Grace Most Rev. John Barwa SVD 💐 UNITED IN PRAYER : FR. DEVRAJ SINGH, FR. SANJEEB BISHOYI SVD 💐 please drop your genuine comments 💐like 👍share 💐subsribe #amitpaniofficial #ananyachristiansonh #humansagarchrisiansong #newodiyasongs #rajibsinghchristiansong #asiimapandachristiansong #amitbadanayakchristiansong #s.jituchristiansong #newodiyachristiansongs //ANTI-PRIVACY WARNING// Unauthorized reproduction, redistribution or re-upload is strictly prohibited from this material.