Перейти к содержимому

KETEBELE CHALIJIBA JEEBANA | କେତେବେଳେ ଚାଲିଯିବ ଜୀବନ | HUMANE SAGAR NEW ODIA CHRISTIAN SONG |

Amit Badanayak

0:00 / 0:00

KETEBELE CHALIJIBA JEEBANA | କେତେବେଳେ ଚାଲିଯିବ ଜୀବନ | HUMANE SAGAR NEW ODIA CHRISTIAN SONG |

2 008 738 просмотров · 6 лет назад
Amit Badanayak
259 тыс. подписчиков
2 008 738 просмотров · 6 лет назад
KETEBELE CHALIJIBA JEEBANA | କେତେବେଳେ ଚାଲିଯିବ ଜୀବନ | HUMANE SAGAR | NEW ODIA CHRISTIAN SONG | LYRICS AND MUSIC BY AMIT BADANAYAK FULL LYRICS କେତେବେଳେ ଚାଲିଯିବ ଜୀବନ କେତେବେଳେ ଉଡ଼ିଯିବ ପରାଣ ଜୀବନ ଚାଲି ଯିବା ଆଗରୁ ପରାଣ ଉଡ଼ି ଯିବା ଆଗରୁ ଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନ କେତେବେଳେ ଚାଲିଯିବ ଜୀବନ ....=୦= ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବ ଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବ ଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବ ଏ ଜୀବନ ବାଟ ଦିନେ ଠିକଣା ହରାଇବ ଆଜି ଅଛି କାଲି ନାହିଁ ମଣିଷ ଜୀବନ ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ ଏହି ହେତୁ କ୍ରୁଶ ପାଶେ ନେବା ଶରଣ କେତେବେଳେ ଚାଲିଯିବ ଜୀବନ ....=୦= ଏ ଜୀବନ ଗୀତ ଦିନେ ବେସୁରା ହୋଇବ ଏ ଜୀବନ ଫୁଲ ଦିନେ ବାସନା ହରାଇବ ଏ ଜୀବନ ଗୃହ ଦିନେ ଭୁଶୁଡ଼ି ପଡ଼ିବ ଏ ଜୀବନ ନାଟ ଦିନେ ସମାପ୍ତ ହୋଇଯିବ ଆଜି ଅଛି କାଲି ନାହିଁ ମଣିଷ ଜୀବନ ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ ଏହି ହେତୁ ଫେରିଯିବା ଯୀଶୁ ଚରଣ କେତେବେଳେ ଚାଲିଯିବ ଜୀବନ ....=୨= ଗୀତ ରଚନା ଓ ସ୍ୱର ସଂଯୋଜନା ଅମିତ୍ ବଡ଼ନାୟକ (ଶିକ୍ଷକ) (8895583382) କଣ୍ଠଦାନ - ହ୍ୟୁମାନ ସାଗର " Amit Badanayak "ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଭଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD || SONG CREDITS : SONG : କେତେବେଳେ ଚାଲିଯିବ ଜୀବନ SINGER : Humane Sagar LYRICS : Amit Badanayak MUSIC : Amit Badanayak (8895583382) Music Arrangement : Amit Badanayak & Chinu Limma Recording & Mixing : MRR STUDIO, CUTTACK Recordist : Saktiswar mohapatra Music label : AB music WhatsApp : 8895583382 #ketebelechalijibajeebana #newodiachristiansong #amitbadanayak #amitpanichristiansong #humanesagarchristiansong ରେ ମନ (Humane Sagar) Full HD Video    • RE MANA | ରେ ମନ | HUMANE SAGAR | NEW ODIA ...   !!* ANTI-PIRACY WARNING *!! This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.