ମା’ ଭଟ୍ଟାରିକାଙ୍କ ଆୟୁଧ ଯାତ୍ରାରେ ,ମା’ଙ୍କ ଆଶୀର୍ବାଦ ଭିକ୍ଷା କଲେ ବଡ଼ମ୍ବା ବିଧାୟକ ! Maa Bhattarika's Yatra
Pratidin TV
0:00 / 0:00
ମା’ ଭଟ୍ଟାରିକାଙ୍କ ଆୟୁଧ ଯାତ୍ରାରେ ,ମା’ଙ୍କ ଆଶୀର୍ବାଦ ଭିକ୍ଷା କଲେ ବଡ଼ମ୍ବା ବିଧାୟକ ! Maa Bhattarika's Yatra
308 просмотров · 10 часов назад
Pratidin TV
1,77 млн подписчиков
308 просмотров · 10 часов назад
ମା’ ଭଟ୍ଟାରିକାଙ୍କ ଆୟୁଧ ଯାତ୍ରାରେ , ମା’ଙ୍କ ଆଶୀର୍ବାଦ ଭିକ୍ଷା କଲେ ବଡ଼ମ୍ବା-ନରସିଂହପୁର ବିଧାୟକ ! ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପବିତ୍ର ଆୟୁଧ ଶୋଭାଯାତ୍ରା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦଶହରା ପର୍ବର ଏହି ପାରମ୍ପରିକ ଆୟୁଧ ଯାତ୍ରାରେ ବିରାଟ ଶୋଭାଯାତ୍ରା ସହ ମା’ଙ୍କ ଆୟୁଧ ମନ୍ଦିରକୁ ଅଣାଯାଇଥିଲା।ପ୍ରତିବର୍ଷ ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ମା’ ଭଟ୍ଟାରିକାଙ୍କ ଦଶହରାର ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ପ୍ରତିଦିନ ମା’ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଦଶହରା ପର୍ବର ଏହି ଧାର୍ମିକ ପରମ୍ପରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥାଏ।ଆୟୁଧ ଶୋଭାଯାତ୍ରା ଅବସରରେ ବଡ଼ମ୍ବା ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। Maa Bhattarika's Ayudha Shobha Yatra ,Cuttack
#cuttack #Bhattarika #AyudhaShobhaYatra
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha